ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ

0

ପୁରୀ: ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ । ଜନ୍ମ ଜୟନ୍ତୀ ଉପଲକ୍ଷେ ଅୟୋଜିତ ହୋଇଆସୁଥିବା ଜାଗରଣ ଯାତ୍ରାର ଶୋଭାଯାତ୍ରା ପିପିଲି ବଜାର ପରିକ୍ରମା କରି ପିପିଲି ହାଇସ୍କୁଲ ରେ ପହଞ୍ଚି ବା ପରେ ସେଠାରେ ଭକ୍ତମାନେ ଦର୍ଶନ କରିଥିଲେ। ପରେ ପିପିଲି ଠାରୁ ଶୋଭାଯାତ୍ରା ବାହାରି ପୁରୀ ଜିଲ୍ଲା ପ୍ରଶାସନ ସହଯୋଗ ରେ ପୁରୀ ସୁଭାଷ ବୋଷ ଛକ ନିକଟରୁ ଆରମ୍ଭ ହୋଇ ଅରବିନ୍ଦ ଧାମ, ସ୍ୱର୍ଗଦ୍ୱାର ନିକଟରେ ସମାପ୍ତ ହେବ ।