ଦାଦାକୁ ହତ୍ୟା କଲା ପୁତୁରା

0

(ମମତା ସାମଲ): ରାୟଗଡା ଜିଲ୍ଲା କୁଲେରିପେଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ଦାଦାଙ୍କୁ ତାଙ୍କ ଦୁଇ ପୁତୁରା ହତ୍ୟା କରିଛନ୍ତି । ତାଙ୍କ ନାଁ କାତରା ସିକକା। ଦୁଇ ଅଭିଯୁକ୍ତ- ଟଣିଆ ସିକକା ଓ ଲୁକେ ସିକକା ଆତ୍ମସମର୍ପଣ କରିଛନ୍ତି। ପାରିବାରି କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।