(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ପୂର୍ବ କାଳରେ ନେଲ କଟର ନ ଥିଲା ତେଣୁ କୌଣସି ଧାରୁଆ ଜିନିଷରେ ନଖ କଟା ଯାଉଥିଲା । ସୂର୍ଯ୍ୟାସ୍ତ ପରେ କାଟିଲେ ଏହାକୁ ବ୍ୟବହାର କରିବାକୁ ମନା କରାଯାଉଥିଲା । କିମ୍ବ ଦନ୍ତୀ ଅନୁସାରେ ଘର ମଧ୍ୟରେ ନଖ କାଟିବା ଅନୁଚିତ । ବୈଜ୍ଞାନିକ କାରଣରୁ ଦେଖାଯାଏ ତ ନଖ ଟାଣ ହୋଇଥାଏ । ଏହା ଦ୍ୱାରା କ୍ଷତି ମଧ୍ୟ ପହଂଚିପାରେ । କୁହାଯାଏ ସୂର୍ଯ୍ୟାନ୍ତ ପରେ ନଖ କାଟିଲେ ଘରକୁ ଲକ୍ଷ୍ମୀ ଆସନ୍ତି ନାହିଁ ।
ସମୁନ୍ଦ୍ର ଶାସ୍ତ୍ର ଅନୁସାରେ ନଖ ଉପରେ ଧଳା ରଙ୍ଗର ଆସିଲେ ଏହା ଏକ ମାଙ୍ଗଳିକ ସୁଚନା । ଧଳା ରଙ୍ଗର ଅର୍ଦ୍ଧଚନ୍ଦ୍ର ଆକାରକୁ ଶୁଭ କୁହାଯାଏ ।
ମିଡ଼ିଲ ଫିଙ୍ଗର ନଖରେ ଯଦି ଧଳା ରଙ୍ଗ ଆସେ କୁହାଯାଏ କେହି ଗୁପ୍ତ ଭାବରେ ଆପଣଙ୍କ ସହିତ ଶତ୍ରୁତା କରୁଛି । କାଣି ଆଭ୍ଗୁଠି ନଖରେ ଧଳା ରଙ୍ଗ ଆସିଲେ କୁହାଯାଏ ଭ୍ରମଣ ଯୋଗ ପଡ଼ିବ । କୁହାଯାଏ ଯେଉଁମାନଙ୍କ ନଖରେ ଧଳା ରଙ୍ଗ ଆସେ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । କମ ପରିଶ୍ରମରେ ଅଧିକ ସଫଳତା ହାସଲ କରନ୍ତି ।