ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା

0

ଭୁବନେଶ୍ୱର :ଆଉ କିଛିଦିନ ପରେ ଧରାବତରଣ କରିବେ ମା ଦୁର୍ଗା | ଚାଲିଛି ଶକ୍ତି ପୀଠରେ ମାଙ୍କ ନବରାତ୍ର ପୂଜାର୍ଚନା | ଷୋଡଶ ଉପଚାରରେ କରାଯାଉଛି ନୀତିକାନ୍ତି | ଆଜି ପୀଠରେ ଚାଲିଛି ଷଷ୍ଠୀପୂଜା | ଅନେକ ମାଙ୍କ ମନ୍ଦିରରେ ଭିନ ଭିନ୍ନ ବେଶରେ ଦର୍ଶନ ଦେବେ ମା | ସେପଟେ ଶେଷ ପର୍ଯ୍ୟରେ ପହଂଚିଛି ପ୍ରସ୍ତୁତି | ବଡ ତୋରଣ ସାଙ୍ଗକୁ ସୁସଂଜିତ ମେଢ଼ରେ ଝଲସିବ ଗାଁ ଠୁ ସହର | ଦୁଇ ବର୍ଷ ପରେ ମହାଆଡମ୍ବରରେ ପୂଜା ଅନୁଷ୍ଠିତ ହେବ ଅନେକ ଭିଡ ହେବ ମଧ୍ୟ ଜମିବ | ଏନେଇ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ ହୋଇଛି | ସେପଟେ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମଧ୍ୟ ବେଶ ତତ୍ପର | ୦ଆଉ ଦିନ କେଇଟା ପରେ ସାରା ଭାରତ ବର୍ଷ ମାଙ୍କୁ ଆଖି ଆଗରେ ଦେଖି ମୁଗ୍ଧ ହୋଇଯିବ |