ଖୋଲିଲା ନୂତନ ଇ-ବାଇକ୍ ସୋରୁମ୍ ‘ EV-Hub’

0

ଭଦ୍ରକ(ସେକ ଫଇଜାନ କାଦରୀ) :ଭଦ୍ରକରେ ଖୋଲିଲା ନୂତନ ଇଲେଟ୍ରୋନିକ୍ସ ବାଇକ୍ ସୋ ରୁମଇଭି ହବ୍‘ | ଚରମ୍ପା ପଣ୍ଡାଗଡ଼ିଆ ଠାରେ ନିକଟରେ ଏହି ନୂତନ ରୁମର ହୋଇଯାଇଛି ଉଦଘାଟନ | ସମଜାସେବୀ ଅଶୋକ ମହାନ୍ତି ଏହି ନୂତନ ବାଇକ ସୋରୁମର ଉଦଘାଟନ କରିଛନ୍ତି | ତେବେ ବର୍ତ୍ତମାାନର ସ୍ଥିତି ବିଶେଷ କରି ପରିବେଶକୁ ଦୃଷ୍ଟିରେ ରଖି ଏହି ଗାଡ଼ିକୁ ବାଜାରକୁ ଆଣିଛି ଡେଲଟିକ୍ କମ୍ପାନୀ | କମ ଖର୍ଚ୍ଚରେ ଅଧିକ ମାଇଲେଜ୍ ସହ ପଲ୍ୟୁସନ ଫ୍ରି,ରେଜିିଷ୍ଟ୍ରେସନ ଫ୍ରି ରହିଛି ଏହି ବାଇକ | ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ଜ୍ଞାନକୌଶଳ ମନଲୋଭା ଷ୍ଟାଇଲ ନିଶ୍ଚୟ ସମସ୍ତଙ୍କୁ ଆକୃଷ୍ଟ କରିପାରିବ ବୋଲି କହିଛନ୍ତି ସୋରୁମ ପ୍ରୋପାଇଟର୍ ବ୍ରଜସୁନ୍ଦର ନାୟକ |