ଭୁବନେଶ୍ୱର (ଚିନ୍ମୟୀ ସ୍ୱାଇଁ):-ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂଆ ଅଧକ୍ଷ୍ୟ ଓ ଉପାଧକ୍ଷ୍ୟ ନିଯୁକ୍ତ । ଅନୁସୂଚିତ ଜାତି / ଜନଜାତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ଗଠନ ହୋଇଛି ପରିଷଦ । ମୟୂରଭଞ୍ଜ ଏସଡିସିର ଅଧକ୍ଷ୍ୟ ହେଲେ ଡଃ ଦେବାଶିଷ ମାରାଣ୍ଡି । ମୟୂରଭଞ୍ଜ ଏସଡିସିର ଉପାଧକ୍ଷ୍ୟ ହେଲେ କମଳା ତିରିଆ । କେନ୍ଦୁଝର ଏସଡିସିର ଅଧକ୍ଷ୍ୟ ହେଲେ ଲକ୍ଷ୍ମୀ ନାୟକ । କେନ୍ଦୁଝର ଏସଡିସିର ଉପାଧକ୍ଷ୍ୟ ହେଲେ ନାରାୟଣ ପୂର୍ତ୍ତୀ । ମାଲକାନଗିର ଏସଡିସିର ଅଧକ୍ଷ୍ୟ ହେଲେ ଆଦମା ରବା । ମାଲକାନଗିର ଏସଡିସିର ଉପାଧକ୍ଷ୍ୟ ହେଲେ ରାଏଲା ନାଏକ । କୋରାପୁଟ ଏସଡିସିର ଅଧକ୍ଷ୍ୟ ହେଲେ ଚନ୍ଦ୍ରଶେଖର ମାଝି । ମାଲକାନଗିର ଏସଡିସିର ଉପାଧକ୍ଷ୍ୟ ହେଲେ ଲକ୍ଷ୍ମୀ ହନ୍ତାଳ । ରାୟଗଡା ଏସଡିସିର ଅଧକ୍ଷ୍ୟ ହେଲେ ଅନୁସୟା ମାଝି । ରାୟଗଡା ଏସଡିସିର ଉପାଧକ୍ଷ୍ୟ ହେଲେ ବନମାଳୀ କାଡ୍ରାକା ।