ଫ୍ୟାନଙ୍କୁ ନିଜ ଲୁକରେ ମତୁଆଲା କଲେ ଅଭିନେତ୍ରୀ ନୁସରତ୍

ବଲିଉଡ ଅଭିନେତ୍ରୀ ନୁସରତ୍ ଭରୁଚା ନିଜର ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ।

0

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ନୁସରତ୍ ଭରୁଚା ନିଜର ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ । ସେ ତାଙ୍କ ଲୁକରେ ସମସ୍ତଙ୍କୁ ମତୁଆଲା କରନ୍ତି । ବର୍ତ୍ତମାନ ସେ ଏପରି ଏକ ଡ୍ରେସରେ ଫଟୋସୁଟ୍ କରିଛନ୍ତି, ଯାହା ସୋସିଆଲମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି।

ସୂଚନାନୁଯାୟୀ , ସେ ପ୍ରତ୍ୟେକ ଲୁକରେ ଖୁବ୍ ସୁନ୍ଦର ଦେଖାଯାଆନ୍ତି। ବର୍ତ୍ତମାନ ସେ ତାଙ୍କର ନୂଆ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ବହୁତ ହଟ୍ ଦେଖାଯାଉଛନ୍ତି। ଅଭିନେତ୍ରୀଙ୍କ ଅନ୍ଦାଜ ଦେଖି ଫ୍ୟାନ୍ସ ତାଙ୍କର ଦିୱାନା ହୋଇଯାଇଛନ୍ତି।

ଫଟୋରେ, ନୁସରତ ହାଇ ସ୍ଲିଟ୍ ଡ୍ରେସରେ ନଜର ଆସିଛନ୍ତି। ଯାହାର ଉପର ଅଂଶ ଟ୍ରାନ୍ସପରେଣ୍ଟ। ନିଜର ଲୁକକୁ କମ୍ପ୍ଲିଟ୍ କରିବା ପାଇଁ ନୁସରତ ନ୍ୟୁଡ ମେକଅପ୍ କରିଛନ୍ତି। ଖୋଲା କେଶ, ହେୟାର ଷ୍ଟାଇଲ ଏବଂ କାନରେ ହ୍ୟାଙ୍ଗିଗ୍ ଇୟରରିଙ୍ଗ୍ସ ତାଙ୍କ ଲୁକରେ ଚାରଚାନ୍ଦ ଲଗାଇଛି।