ଭୁବନେଶ୍ୱର : ବିଧାନସଭାରେ ପାରିତ ହେଲା ଓଡ଼ିଶା ଜିଲ୍ଲା ଯୋଜୋନା କମିଟି ସଂଶୋଧନ ବିଲ ୨୦୨୨ । ଏହା ଦ୍ବାରା ମୁନିସପାଲିଟି ଅଧ୍ୟକ୍ଷ ଓ ମହାନଗର ନିଗମ ମେୟର ଙ୍କୁ ଜିଲ୍ଲା ଯୋଜନା କମିଟିର ସଭ୍ୟ ଚୟନ ରେ ଅଂଶଗ୍ରହଣ କରିବା ପାଇଁ କାଉନସିଲର ସଂଜ୍ଞା ରେ କାଉନସିଲର ବା ଅବସିକ୍ୟ ସ୍ଥଳେ କର୍ପୋରେଟର ଏବଂ ଏଥିରେ ମହାନଗର ନିଗମ ର ମେୟର ଅଂଶ ଗ୍ରହଣ କରିପାରିବେ । ଏଥି ସହ ଗୃହକୁ ଆସନ୍ତା କାଲି ୧୦,୩୦ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି।