କଟକ:ଓଡ଼ିଶା ହାଇକୋର୍ଟକୁ ମିଳିଲା ନୂଆ ବିଚାରପତି | ଜଷ୍ଟିସ ଯଶୱନ୍ତ ସିଂ ହେବେ ନୂଆ ମୁଖ୍ୟ ବିଚାରପତି । ତେବେ ପୂର୍ବରୁ ୨୦୨୧ ଅକ୍ଟୋବରରୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଯଶଓ୍ୱନ୍ତ ସିଂ । ୨୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମରେ ଜଷ୍ଟିସ୍ ଯଶଓ୍ୱନ୍ତ ସିଂଙ୍କ ନାମ ସୁପାରିସ ହୋଇଥିଲା । ସୁପ୍ରିମକୋର୍ଟ କଲେଜିୟମର ସୁପାରିସ କ୍ରମେ ମିଳିଲା ତାଙ୍କୁ ନୂଆ ଦାଇତ୍ୱ | ତେବେ ଜଷ୍ଟିସ ଯଶୱନ୍ତ ସିଂଙ୍କୁ ନିଯୁକ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ । ସମସ୍ତ ଦାଇତ୍ୱ ନେବେ ଯଶୱନ୍ତ ସିଂ |