ଭୁବନେଶ୍ୱର : ଗତ ୧୦ ଦିନ ପୂର୍ବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (Ossc) ତରଫରୁ ଜୁନିୟର ଏକଜୁକେଟିବ ଆସିଷ୍ଟାଣ୍ଟ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ଯାହାର ଆଜି ଟାଇପିଙ୍ଗ ଟେଷ୍ଟ ପରୀକ୍ଷା ଥିଲା | ଏଥିଲାଗି ଆଜି ଜୁନିୟର ଏକଜୁକେଟିବ ଆସିଷ୍ଟାଣ୍ଟ ୨୦୨୨ର ଟାଇପିଙ୍ଗ ଟେଷ୍ଟ ଭୁବନେଶ୍ୱରର ୮ ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି | ଏହି ପରୀକ୍ଷା ପାଇଁ ୧୩୦୭ ଜଣ ଚୟନ ହୋଇଥିବା ବେଳେ ପରୀକ୍ଷା ଦେଇଛନ୍ତି ୧୧ ସହ ରୁ ୧୨ ସହ ପିଲା |ତେବେ ଯେଉଁମାନେ କମ୍ପ୍ୟୁଟର ଆବେଦନ କିମ୍ବା ଟାଇପିଂ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କ ପ୍ରାର୍ଥୀ ଆୟୋଗଙ୍କ ଚୟନ ପାଇଁ ବିଚାର କରାଯିବ ନାହିଁ। ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ, OSSC ସଂଗଠନରେ ମୋଟ 130 ଜୁନିଅର ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ପଦବୀ ପୂରଣ କରିବାକୁ ଯୋଜନା କରିଛି |