ମୁକ୍ତ ଆକାଶ ରଙ୍ଗ ମଞ୍ଚରେ ପ୍ରର୍ଦଶିତ ହୋଇଛି ଓଡିଶୀ ଭାରତନାଟ୍ୟମ

0

(ଜୟନ୍ତ କୁମାର ସେଠୀ / ପୁରୀ): କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟା ମୁକ୍ତ ଆକାଶ ରଙ୍ଗ ମଂଚରେ ପ୍ରର୍ଦଶିତ ହୋଇଛି ଓଡିଶୀ ଭାରତନାଟ୍ୟମ । କୋଭିଡ କଟକଣା ଭିତରେ ଆରମ୍ଭ ହୋଇଥିବା କୋଣାର୍କ ଉତ୍ସବ ରଙ୍ଗ ବେରଙ୍ଗ ଆଲୋକ ସୁସଜ୍ଜିତ ପରିବେଶକୁ ବେଶ ମନଭରି ଉପଭୋଗ କରିଥିବା ବେଳେ ଏଠାରେ ନୃତ୍ୟ ପରିବେଷଣ କରି ବେଶ ଆନନ୍ଦିତ ଅଛନ୍ତି ନୃତ୍ୟ ଶିଳ୍ପୀ ।
କୋଣାର୍କ ଉତ୍ସବରେ କଳାକାର ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟକୁ ମନଭରୀ ଉପଭୋଗ କରିଛନ୍ତି ଦର୍ଶ ।