ହସ ଭୁଲିଥିଲେ ହାସ୍ୟଅଭିନେତା

0

(ରିପୋଟର୍ସ ଟୁଡେ) : ଲୋକପ୍ରିୟ ହାସ୍ୟ ଅଭିନେତା ଜୟୀରାମ ସାମଲ ହୃଦରୋଗର ଶିକାର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଅସ୍ତ୍ରୋପଚାର ପରେ ସପ୍ତାହେ କାଳ ଚିକିତ୍ସିତ ହୋଇ ଏବେ ଘରକୁ ଫେରିଛନ୍ତି ଜୟୀରାମ, ତାଙ୍କ ଅସୁସ୍ଥତା ଖବର ପାଇ ଓଡିଲଡର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ହସ୍ପିଟାଲରେ ଦେଖିବାକୁ ଯାଇ ଆଶୁ ଆରୋଗ୍ୟ କାମନା କରିଥିଲେ । ତେବେ ଗତକାଲି(ସୋମବାର) ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଜୟୀରାମ ସାମଲ । ଡିସଚାର୍ଜ ପରେ ତାଙ୍କର ଶୁଭ କାମନା କରି ଶୁଭେଛୁ ମାନେ ତାଙ୍କର ବାସଭବନ କୁ ଦେଖିବାକୁ ପହଁଚିଛନ୍ତି..