ବଜ୍ରପାତରେ ଜଣେ ମୂତ ଓ ଦୁଇ ଜଣ ଆହତ

0

ହିଞ୍ଜିଳି କାଟୁ/ରଜନୀ କାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲାର ସୋରଡା ଅଂଚଳରେ କାଳବୈଶାଖି ର ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବର୍ଷା ଓ ପବନ ଘଟଘଡି ହୋଇଥିବା ବେଳେ ସଂପଲି ନିକଟରେ ବଜ୍ରପାତ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁବରଣ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ସୋରଡା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।