ଛାତ୍ର ସୁରକ୍ଷା ମଞ୍ଚ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ

0

ରାଜନଗର : ଛାତ୍ର ସୁରକ୍ଷା ମଞ୍ଚ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ । ସାରା ଦେଶରେ “ସ୍ୱାଧୀନତାର ଅମୃତ ମହୋ” ପାଳନ ହେଉଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସର ଅବ୍ୟାହତ ପୂର୍ବରୁ ରାଜନଗରର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା ଓ ସବୁ ବର୍ଗର ଲୋକେ ସାମିଲ ହୋଇଛନ୍ତି । ଦେଶପ୍ରମର ଝଲକ ଏଠାରେ ଦେଖାଇଛନ୍ତି। ଶତାଧିକ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ପାଇଁ ବାହାରିଥିଲେ । ଆଉ ବାଟରେ ଗଲା ବେଳେ ଭାରତ ମାତା କି ଜୟ,ର ନାରା ଦେଉଥିଲେ ।