ମୋ ସରକାର ଅଧିନକୁ ଗଲା ଆଉଟ୍ ସୋର୍ସିଂ ସଂସ୍ଥା

0

ଭୁବନେଶ୍ୱର:ମୋ ସରକାର ଅଧିନକୁ ଗଲା ଆଉଟ୍ ସୋର୍ସିଂ ସଂସ୍ଥା । କାମ କରୁଥିବା ସଂସ୍ଥା ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଦେଲେ ସଂପୃକ୍ତ ସଂସ୍ଥାକୁ ଆଉଟ୍ ସୋର୍ସିଂରୁ ବାଦ୍ ଦିଆଯିବା ସହ କଳା ତାଲିକା ଭୁକ୍ତ କରାଯିବ ଆଉଟ୍ ସୋର୍ସିଂ ଠିକ୍ ସମୟରେ ଦରମା, ଇଏସଆଇ ଓ ଇପିଏଫ ଦେଉଥିଲେ ସେମାନଙ୍କୁ ପୁରସ୍କୃତ କରାଯିବ । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ନଦେଲେ ସଂପୃକ୍ତ ସଂସ୍ଥାକୁ ଆଉଟ୍ ସୋର୍ସିଂରୁ ବାଦ୍ ଦିଆଯିବା ସହ କଳା ତାଲିକା ଭୁକ୍ତ କରାଯିବ ।