(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଓଲଟିଲା ଯାତ୍ରୀବାହି ଅଟୋ । ଆସିକା ଥାନା ଖଡଭାଗ ଗାଁ ନିକଟରେ ଏକ ଯାତ୍ରାବାହି ଅଟୋ ଭାରସାମ୍ୟ ହରାଇ ଓଲଟିପଡିଲା । ଏଥିରେ ୭ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆସିକା ମେଡିକାଲରେ ଭର୍ତି କରାଯାଇଛି । ଗାଙ୍ଗପୁର ଅଂଚଳରୁ କନିସି ପାଟପୁରକୁ ମନ୍ଦିର ଦର୍ଶନ ପାଇଁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
previous post