ଓଡିଶା

ଓଲଟିଲା ଯାତ୍ରୀବାହି ଅଟୋ, ୭ ଆହତ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଓଲଟିଲା ଯାତ୍ରୀବାହି ଅଟୋ । ଆସିକା ଥାନା ଖଡଭାଗ ଗାଁ ନିକଟରେ ଏକ ଯାତ୍ରାବାହି ଅଟୋ ଭାରସାମ୍ୟ ହରାଇ ଓଲଟିପଡିଲା । ଏଥିରେ ୭ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆସିକା ମେଡିକାଲରେ ଭର୍ତି କରାଯାଇଛି । ଗାଙ୍ଗପୁର ଅଂଚଳରୁ କନିସି ପାଟପୁରକୁ ମନ୍ଦିର ଦର୍ଶନ ପାଇଁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Related posts

ପ୍ରଭୁ ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ

Report

ବଇଁଚା ବଜାରରେ ଦୋକାନଗୃହ ଉଚ୍ଛେଦ

Report

ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ

Report

Leave a Comment