ପଦ୍ମପୁର: ଏବେ ବି ୮୯ ଟି ବୁଥ ରେ ଭୋଟ ଚାଲିଛି । ୧୨ ହଜାର ଭୋଟର ଲାଇନ ରେ ରହିଛନ୍ତି । ସେମାନଙ୍କ ମତଦାନ ସରିବା ପର୍ୟ୍ୟନ୍ତ ଭୋଟିଂ ଚାଲିବ । ସନ୍ଧ୍ୟା ୬ ରୁ ୬.୩୦ ପର୍ୟ୍ୟନ୍ତ ଭୋଟିଂ ଚାଲିବ।
ସୂଚନାମୁତାବକ, ୭୯.୦୫ ପ୍ରତିଶତ ୨୦୧୯ ରେ ହୋଇଥିଲା ଆଶା ରହିଛି ଏଥର ତା ଠୁ ଅଧିକ ହେବ ଭୋଟିଂ । ପଦ୍ମପୁର ଆରଏମସି ରେ ଇଭିଏମ ରଖିବା ର ବ୍ୟବସ୍ଥା ହୋଇଛି । ଦ୍ଵିସ୍ତରୀୟ ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ। କୌଣସି ବିଶୃଙ୍ଖଳା ର ସୂଚନା ନାହିଁ ।