( ଗୋବିନ୍ଦ ଚନ୍ଦ୍ର ପଣ୍ଡା ) : ଜଗତରନାଥ ଜଗନ୍ନାଥ । ବାରମାସରେ ୧୩ ପର୍ବ ପାଳିତ ହୋଇଥାଏ ତାଙ୍କର । କେବଳ ଓଡିଶାରେ ନୁହେଁ ସାରା ବିଶ୍ୱରେ ଦେଖିବାକୁ ମିଳେ ଜଗନ୍ନାଥଙ୍କର ଅଲୌକିକ ଲୀଳା । ସେହିପରି ଆମଦେଶର ଚିର ଶତ୍ରୁ ବୋଲାଉ ଥିବା ପାକିସ୍ତାନରେ ମଧ୍ୟ ମହାଆଡମ୍ବରେ ପାଳିତ ହୋଇଯାଇଛି ରଥଯାତ୍ରା । ପାକିସ୍ତାନର କରାଚି ସହରରେ ବାସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟ ଲୋକମାନେ ରୀତିନୀତି ଅନୁଯାୟୀ ପାଳ କରିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ।
previous post