ଭିଜିଲାନ୍ସ ଜାଲରେ ପଞ୍ଚାୟତ ଅଧିକାରୀ

0

ଭୁବନେଶ୍ୱର(ଆଦର୍ଶ ରାଉତ) ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଧରାପଡିଲେ ପଞ୍ଚାୟତ ପିଇଓ । ଆଓ୍ବାସ ଯୋଜନାରେ ହିତାଧିକାରୀଙ୍କ ପାଖରୁ ୫୦୦୦ ହଜାର ଟଙ୍କା ମାଗି ଆଜି ଧରାପଡିଛନ୍ତି ପଞ୍ଚାୟତ ପିଇଓ ପ୍ରତାପ କୁମାର ସାମଲ । ଭିଜିଲାନ୍ସ ଆଜି ଏକସଂଙ୍ଗରେ ପୁରୀର ଦୁଇଟି ସ୍ଥାନରେ ଅଧିକାରୀଙ୍କ ସଂପର୍କ ଥିବା ନେଇ ଚଢାଉ ଜାରିରଖିଛି ।