ସମବାୟ ମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ

0

ଭୁବନେଶ୍ୱର : ମୁଲତବୀ ନୋଟିସ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିବୃତ୍ତି। ଧାନ ସଂଗ୍ରହର ସ୍ଵଛତା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି। ଅନ ଲାଇନରେ ଟଙ୍କା ଦିଆଯାଉଛି। ଚାଷ ଜମିରେ ଫସଲର ବାସ୍ତବତା ଜାଣିବା ପାଇଁ ସତେଲାଇଟର ସହାୟତା ନିଆଯାଇଛି। ଜିଲାପାଳଙ୍କ ରିପୋର୍ଟ ଆଧାରରେ ଇନପୁଟ ସବସିଡି ବ୍ୟବସ୍ଥା କରାଯାଇଛି।Crop cutting experimentକୁ ନେଇ ବୀମା କମ୍ପାନୀ ମାନେ ଆପତ୍ତି ଉଠାଇ ଥିବାରୁ ଫସଲବୀମା ଯୋଜନାରେ ସହାୟତା ଦେବାରେ ବିଳମ୍ବ ହେଲା। ସମବାୟ ମନ୍ତ୍ରୀ ପକ୍ଷରୁ ଗୃହରେ ଉତ୍ତର ରଖିଥିବା ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି।