ବାରୁଣୀ ମହୋତ୍ସବ ପାଇଁ ଚାଲିଛି ପ୍ରସ୍ତୁତି

0

କେନ୍ଦ୍ରାପଡ଼ା / ମହେଶ ପାଢ଼ୀ :ମହୋତ୍ସବ ପାଇଁ ଚାଲିଛି ପ୍ରସ୍ତୁତି । ହେବାକୁ ଯାଉଛି ବହୁ ପ୍ରସିଦ୍ଧ କେନ୍ଦ୍ରାପଡା ତ୍ରିବେଣି ସଙ୍ଗମ କୁହାଯାଉଥିବା ବାରୁଣୀ ମହୋତ୍ସବ ।ଯାହାକୁ ନେଇ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । କିଏ ସଜେଇ ଦେଉଛି ବିରୁପା ନଦୀ କୂଳକୁ ତ କିଏ ସଜେଇ ଦେଉଛି ମା ଚଣ୍ଡି ଦେବୀ ପ୍ରଙ୍ଗଣ । ତା ସାଙ୍ଗକୁ ଦୋକାନ ବଜାର ମେଳାକୁ ଉର୍ଣ୍ଣତ କରିବା ପାଇଁ ବ୍ୟବସାଇ ମାନେ ଲାଗିଯାଇଛନ୍ତି । ଚଳିତ ବର୍ଷ କରୋନା କଟକଣା ନଥିବା ରୁ ବହୁ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଦେଖା ଯାଉଛି । ଯାଜପୁର ବରୀ ଓ କେନ୍ଦ୍ରାପଡ଼ା ସଂଯୋଗ ପ୍ରାନ୍ତ ସୀମା ବର୍ତ୍ତୀ ଏହି ବାଋଣୀ ମହୋତ୍ସବ ଜିଲ୍ଲାମହୋତ୍ସବ ଭଳି ମହାଆଡମ୍ବର ରେ ପାଳନ ହେବାକୁ ଯାଉଥିôବା ରୁ ବେସ ଖିସ ଅଛନ୍ତି ଅଞ୍ଚଳ ବାଶି ।