Reporters Today
  • Home
  • ଓଡିଶା
  • ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢାଉ
ଓଡିଶା

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢାଉ

(ଅନୁସ୍ୱୟା)ଭୁବନେଶ୍ୱର: ସୁରତରେ କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ରାଜ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ ସହରରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢାଉ କରାଯାଇଛି । ଆଜି ବାଲେଶ୍ୱର ,ସମ୍ବଲପୁର,ରାଉଲକେଲା, ବହ୍ମପୁରରେ ସହରରେ ଚଢାଉ କରାଯାଉଛି । ଯାଞ୍ଚ ପ୍ରକ୍ରିୟାରେ ଡେପୁଟୀ ଫାୟାର ଅଫିସର ସମେତ ଅନେକ କର୍ମଚାରୀ ସାମିଲ ହୋଇଛନ୍ତି । ଯାଞ୍ଚ ପ୍ରକ୍ରିୟା ସହିତ ପିଲାମାନଙ୍କୁ ସଚେତନା କରାଯାଉଛି ।

Related posts

ବାଲୁକା କଳାରେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆହ୍ବାନ

Report

ରୋଗ ପ୍ରତିରୋଧ ଟୀକାରେ ଶିଶୁର ମୃତ୍ୟୁ

Report

ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ନାଲକୋ

Report

Leave a Comment