ବି.ଏଡ.ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0

( ମନୋଜ କୁମାର ସାହୁ) : ରାୟଗଡା ଜିଲ୍ଲା ମିଳିତ ବି.ଏଡ.ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ବ୍ଳକ କାର୍ୟ୍ୟାଳୟ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୨୦୧୪ ମସିହାରେ କ୍ୟାଡର ରୁଲ ଲାଗୁ, ପୂରୁଣା ପେନସନ ଲାଗୁ କରିବା ଓ ୪ହଜାର ଟଙ୍କା ଗ୍ରେଡ ପେ ଲାଗୁ କରିବା ଇତ୍ୟାଦି ଦାବି କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ସଂଘର ସଂପାଦକ ଅକ୍ଷୟ ଦାସ ।