୭୯ ବର୍ଷରେ ପାଦ ଦେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ

0

ଭୁବନେଶ୍ୱର : ସବୁବେଳେ କିଛି ନା କିଛି କହି ବିବାଦରେ ରୁହନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ |୧୯୪୩ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ସୁର ରାଉତରାୟ | ଆଜି ତାଙ୍କର ଜନ୍ମଦିନ | ସୁର ରାଉତରାୟ ୭୯ ବର୍ଷ ବୟସରେ ପାଦ ଦେଇଛନ୍ତି | ଏନେଇ ତାଙ୍କ ବାସଭବନରେ କର୍ମୀ ଓ ସମର୍ଥକଙ୍କର ଶୁଭେଚ୍ଛା ଛୁଟୁଛି | ଫୁଲତୋଡ଼ା ଦେଇ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣେଇଛନ୍ତି ତାଙ୍କ ଶୁଭଚିନ୍ତକ | ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର ରାଉତରାୟ | ସେ ଜଟଣୀ ବିଧାୟକ ରହିଥିବା ବେଳେ ସାରା ଓଡିଶା ବାସୀଙ୍କ ପାଇଁ ହତଙ୍କ ପାଇଁ ଅନେକ ଭଲ ପାଇବା ଓ ସ୍ନେହ | ତେବେ ରିପୋଟର୍ସଟୁଡ଼େ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା |