Reporters Today
  • Home
  • ଓଡିଶା
  • ଶ୍ରୀମନ୍ଦିର ମୂର୍ତ୍ତି ମରାମତି ଓ ପୁନଃ ସ୍ଥାପନ
ଓଡିଶା

ଶ୍ରୀମନ୍ଦିର ମୂର୍ତ୍ତି ମରାମତି ଓ ପୁନଃ ସ୍ଥାପନ

(ଗୋପ / ଜୟନ୍ତ କୁମାର ସେଠୀ) : ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ଦ୍ବାରା ଶ୍ରୀମନ୍ଦିର ମରାମତି କାର‌୍ୟ୍ୟର ଯାଞ୍ଚ। ପ୍ରତ୍ନତତ୍ତ୍ବ ଵିଭାଗର ରାଜ୍ୟ ଏଏସ ଆଇ ସୁପରିଡେଣ୍ଟେଣ୍ତ ଅରୁଣ ମଲ୍ଲିକ ଓ ବରିଷ୍ଠ ଅଧିକାରୀ ମାନେ ଯାଞ୍ଚ କାର୍ଯ୍ୟରେ ସାମିଲ ହୋଇଛନ୍ତି । ତେବେ ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତ୍ତି ମରାମତି ଓ ପୁନଃ ସ୍ଥାପନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିରରେ ଚାଲିଥିବା ସମସ୍ତ କାର୍ଯ୍ୟ ଯାଞ୍ଚ କରାଯାଇ ପଦକ୍ଷେପ ନେବ ଏଏସ ଆଇ । ଏନେଇ ସୂଚନା ସୂଚନା ଦେଇଛନ୍ତି ପ୍ରତ୍ନତତ୍ତ୍ବ ବିଭାଗର ରାଜ୍ୟ ଅଧିକ୍ଷକ ଅରୁଣ ମଲ୍ଲିକ।

Related posts

ଅସରାଏ ବର୍ଷାରେ ରାସ୍ତା ଉବୁଟୁବୁ

Report

କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ

Report

ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର

Report

Leave a Comment