ରିଙ୍ଗରୋଡ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

0

ଭୁବନେଶ୍ୱର: ଭୁବନେଶ୍ବରରେ ରିଙ୍ଗ୍ ରୋଡ୍ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ । ଭୁବନେଶ୍ୱରରେ ରିଙ୍ଗରୋଡ ପରି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ ତିଆରି କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ୬ ଶହ କୋଟି ଟଙ୍କା ବହନ କରିବେ। ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଆଠଗଡ, ଚୌଦ୍ବାର ଦେଇ ଯିବ ଏହି ରୋଡ୍ ।