Reporters Today
ଅପରାଧ ଭାରତ

ଗିରଫ ହେଲେ ରିୟା

(ମୁମ୍ବାଇ): ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ଆଜି ସୁଶାନ୍ତ ସିଂ ରାଜପୁତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ପକ୍ଷରୁ ଗିରଫ କରାଯାଇଛି । ତିନି ତିନି ଥର ଜେରା ପରେ ତାଙ୍କୁ ଏନସିବି ପକ୍ଷରୁ ଏନଡିପିଏସ ଆଇନ ଅନୁସାରେ ଗିରଫ କରାଯାଇଥିବା ସୁଚନା ମିଳିଛି । ନିଶାକାରବାର ଓ ସେବନ ମାମଲାରେ ରିୟାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଏନସିବି ହାତରେ ଲାଗିଥିବା ଜଣାପଡିଛି । ତେବେ ଗିରଫ ପରେ ରିୟାଙ୍କୁ କୋର୍ଟରେ ହାଜର କରାଯିବ ଓ ଅଧିକ ତଦନ୍ତ ନିମନ୍ତେ ତାଙ୍କୁ ହାଜତକୁ ନେବା ନେଇ ଏନସିବି ପକ୍ଷରୁ ଆବେଦନ କରାଯିବ ।

Related posts

ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

Report

ଛାତ୍ରୀଙ୍କୁ ଅସଦାଚରଣ କଲେ ପ୍ରଧାନଶିକ୍ଷକ

Report

ବିଷପିଇ ବୃଦ୍ଧଙ୍କ ଆତ୍ମହତ୍ୟା!

Report

Leave a Comment