Reporters Today
  • Home
  • ଖେଳ
  • ହସ୍ପିଟାଲରୁ ଫେରିଲେ ସଚିନ ତେନ୍ଦୁଲକର
ଖେଳ

ହସ୍ପିଟାଲରୁ ଫେରିଲେ ସଚିନ ତେନ୍ଦୁଲକର

(ନୂଆଦିଲ୍ଲୀ) : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଜି ହସ୍ପିଟାଲରୁ ଫେରିଛନ୍ତି ।  ତାଙ୍କୁ ୨ ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ସେ କିଛି  ଦିନ ଘରେ ରହିବେ । ଇଣ୍ଡିଆ ଲିଜେଣ୍ଡ୍‌ସ ପାଇଁ ଖେଳିବା ପରେ ସେ ଏବଂ ତାଙ୍କର ଚାରିଜଣ ଖେଳାଳି କୋଭିଡରେ ସକାରତ୍ମକ ହୋଇଥିଲେ ।

ସୂଚାନୁଯାୟୀ ,ଏନେଇ ସଚିନ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ବର୍ତ୍ତମାନ ଡାକ୍ତରଖାନାରୁ ଘରକୁ ଫେରିଛି ଏବଂ କିଛି ଦିନ ପାଇଁ ଘରେ ରହିବି । ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ସମସ୍ତ ଡାକ୍ତରୀ କର୍ମଚାରୀଙ୍କ ନିକଟରେ ଋଣୀ ଏବଂ ସେମାନେ ଏକ ବର୍ଷରୁ ଅଧିକ ସମୟ ଧରି ସମାନ ପରିଶ୍ରମ କରି ଏକ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ।

Related posts

ସର୍ବଭାରତୀୟ ସ୍ତରରେ ଚାମ୍ପିୟନ ଓଡ଼ିଶାକୁ ସମ୍ବର୍ଦ୍ଧନା

Report

୧୦ଜଣ ଖେଳାଳି ୦ରେ ଆଉଟ

Report

ଅଷ୍ଟ୍ରେଲିଆ ଦଳ ୨-୦ ସିରିଜ ବିଜୟୀ

Report

Leave a Comment