ବଡ ପରଦାରେ ଦେଖିବାକୁ ମିଳିବ ସାହିଦ-କ୍ରିତିଙ୍କ ଯୋଡି 

0

ମୁମ୍ବାଇ : ବଡ ପରଦାରେ ଦେଖିବାକୁ ମିଳିବ ସାହିଦ-କ୍ରିତିଙ୍କ ଯୋଡି  । ବଲିଉଡର ଚକଲେଟ୍ ବୟ୍ ଭାବେ ପରିଚିତ ହିନ୍ଦୁ ଧର୍ମରେ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ଦିନ ଅତ୍ୟନ୍ତ ଖାସ । ଭଲ ମନରେ ବିଷ୍ଣୁଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୁରା ହୁଏ ବୋଲି କୁହାଯାଏ ।

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଷ୍ଣୁଙ୍କୁ ପୂଜା କଲେ ସମସ୍ତ ସଙ୍କଟ ଦୂର ହୋଇଥାଏ । ବିଷ୍ଣୁଙ୍କୁ ଜଗତର ସାହିଦ୍ କପୁର । ସେ ଆରମ୍ଭରୁ ଇଣ୍ଡଷ୍ଟ୍ରିର ଜଣେ ସ୍ୱିଟ୍ ଲଭର୍ବୟ୍ ରହିଆସିଛନ୍ତି । ହେଲେ ନିକଟରେ ଆସିଥିବା ତାଙ୍କ ଫିଲ୍ମ କବୀର ସିଂ ରେ ତାଙ୍କୁ ଏକ ନୁଆଁ ରୁପରେ ଦେଖିବାକୁ ମିଳିଥିଲା । ସେହିଭଳି ମିମି ସିନେମା ଜରିଆରେ କ୍ରିତି ସାନନ୍ ତାଙ୍କ ଅଭିନୟ ପାଇଁ ଖୁବ୍ ପ୍ରଶଂସା ସାଉଁଟିଥିଲେ । ଏବେ ପ୍ରଥମ ଥର ଏହି ଯୋଡିକୁ ପରଦାରେ ଦେଖିବାକୁ ମିଳିବ । ରୋବଟ୍ ସିନେମାଟି ଖୁବ୍ ଶୀଘ୍ର ବଡ ପରଦାକୁ ଆସିବାକୁ ଯାଉଛି ।

ରୋବଟ୍ ଫିଲ୍ମ ନା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେଲେ ଏଥର ରଜନୀକାନ୍ତ ଓ ଐଶ୍ୱଯ୍ୟା ନୁହେଁ ବରଂ ସାହିଦ୍ ଓ କ୍ରିତି ଙ୍କୁ ଦେଖିବାକୁ ମିଳିବ । ଖବର ଅନୁଯାୟୀ ଦିନେଶ ବିଜାନ୍ ଏହି ରୋବଟ୍ ସିନେମା ର୍ନିମାଣ କରିବାକୁ ଯାଉଛନ୍ତି । ସ୍ତ୍ରୀ ଓ ରୁହି ଆଦି ସିନେମା ପରେ ପ୍ରଯୋଜକ ଦିନେଶ ଏବେ ରୋବଟ୍ ସିନେମା ର୍ନିମାଣ ପାଇଁ ମନ ବଳାଇଛନ୍ତି । ଯାହା ଏକ ରୋମା ।