ସଞ୍ଜୟଙ୍କୁ ମିଳିଲା ନୂଆ ଦାୟିତ୍ବ

0

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ସଚିବ ଥିବା ସଞ୍ଜୟଙ୍କୁ ମିଳିଲା ନୂଆ ଦାୟିତ୍ବ । ଗ୍ରାମ୍ୟ ଉନ୍ନୟନର ପ୍ରମୁଖ ସଚିବ ହେଲେ ସଞ୍ଜୟ ସିଂହ । ସଞ୍ଜୟ କୁମାର ସିଂ ଗ୍ରାମ୍ୟ ଉନ୍ନୟନର ଦାୟିତ୍ୱ ନେବା ସହ ବିଡିଏର ଉପାଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ ।୧୯୯୭ ବ୍ୟାଚର ଇଏ ହେଉଛନ୍ତି ଭାରତୀୟ ପ୍ରଶାସନିକ ଅଧିକାରୀ |

ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି ।ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଦାୟିତ୍ୱ ନିର୍ବାହ ଥିବାବେଳେ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ନିର୍ବାହ କରିଛନ୍ତି ସଞ୍ଜୟ କୁମାର ସିଂ ।ତେବେ ଓଡ଼ିଶା ପ୍ରଶାସନରେ ତାଙ୍କର ଅଭିଜ୍ଞତା ରହିଛି ।ନିଜ ନୂଆ ଦାୟିତ୍ୱକୁ ସଠିକ ଭାବେ କାର୍ଯ୍ୟକରିବା ନେଇ ବିଭାଗର ଆଶା ଓ ବିଶ୍ୱାସ |