ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ବାତିଲ – ପୂର୍ବତଟ ରେଲ ପଥ

0

(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ)ପୂର୍ବତଟ ରେଲ ପଥ ତରଫରୁ ଚଳାଚଳ ହେବାକୁ ଥିବା କିଛି ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଆସନ୍ତା ୧୦ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ ବାତିଲ କରାଗଲା ଓ ସେଗୁଡିକ ହେଲା
ସମ୍ବଲପୁର – ଖୋର୍ଦ୍ଧାରୋଡ – ସମ୍ବଲପୁର
ଭୁବନେଶ୍ୱର – ଭଦ୍ରକ – ଭୁବନେଶ୍ୱର
ଭୁବନେଶ୍ୱର- ବ୍ରହ୍ମପୁର – ଭୁବନେଶ୍ୱର
ପୂର୍ବତଟ ରେଲ ପଥ ତରଫରୁ ବିଧିବଦ୍ଧ ଭାବେ ମୁଖ୍ୟ କାର୍ୟ୍ୟକାରୀ ପରିଚାଳକ ,ପୂର୍ବତଟ ରେଲ ପଥ ତରଫରୁ ନିଷ୍ପତି ନେଇଛନ୍ତି I