ବିଧାନ ସଭାର ଦ୍ୱିର୍ତୀୟ ଦିନରେ ଗୃହରେ ଉଠିଲା ଅଭିଜତି ଆୟାର ପ୍ରସଙ୍ଗ

0

(ରିପୋର୍ଟସ ଟୁଡ଼େ): ଗୃହରେ ଉପସ୍ଥାପିତ ହେଲା ଗୃହ କମିଟି ଆଣିଥିବା ଅଭିଜିତ ଆୟାରଙ୍କ ପ୍ରସଙ୍ଗ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଙ୍କୁ ଏହି ପ୍ରସଙ୍ଗ ଉଠାଇବାକୁ ଅନୁମତି ଦେଇଥିଲେ ବାଚସ୍ପତି । ସୋମବାର ଦିନ ୧୦ ଟା ପର୍ଯ୍ୟନ୍ତ ଗୃହକୁ ମୁଲିିିତବି ରଖିଲେ ବାଚସ୍ପତି । ପୂର୍ବରୁ କୋଣାକ ସୂର୍ଯ୍ୟ ମନ୍ଦିରକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ ଆୟାର । ସେଇପାଇଁ ଏକ ଗୃହ କମିଟି ଗଠନ କରଯାଇଥିଲା ।