ଖୁବଶୀଘ୍ର ଶାହରୁଖଙ୍କ ସହ ନଜର ଆସିବେ ନୟନ୍ତରା

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସହ ନଜର ଆସିବେ ସାଉଥ୍ ର ସୁପରହିଟ୍ ଅଭିନେତ୍ରୀ ନୟନ୍ତରା ।

0

(ମୁମ୍ବାଇ) :  ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସହ ନଜର ଆସିବେ ସାଉଥ୍ ର ସୁପରହିଟ୍ ଅଭିନେତ୍ରୀ ନୟନ୍ତରା । ସବୁଠାରୁ ଚର୍ଚ୍ଚିତ ହେଉଛି ତାଙ୍କର ଆଗାମୀ ଫିଲ୍ମ ‘କାଠୁ ଭାକୁଲା ରେଣ୍ଡୁ କାଦଲ୍’ ।

 

ଏହା ଏପ୍ରିଲ ୨୮, ୨୦୨୨ ରେ ରିଲିଜ୍ ହେବ। ଏହା ବ୍ୟତୀତ ସେ ଏକ ହିନ୍ଦୀ ଫିଲ୍ମରେ ମଧ୍ୟ ନଜର ଆସିବେ ଯେଉଁଥିରେ ତାଙ୍କୁ ସହ ଦେଖିବାକୁ ମିଳିବ।

 

ନିର୍ଦ୍ଦେଶକ ଏଟଲି ବି ଫିଲ୍ମ ଲାୟନ୍ ସହ ବଲିଉଡରେ ଡେବ୍ୟୁ କରୁଛନ୍ତି। ଯେଉଁଥିରେ ସେ ଶାହାରୁଖ ଖାନଙ୍କୁ ଡାଇରେକ୍ଟ କରୁଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟାଇଟଲ୍ ‘ଲାୟନ୍’ କୁହାଯାଉଛି ଏବଂ କିଙ୍ଗ୍ ଖାନ ନୟନ୍ତରାଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ ।