ସମାଜସେବୀ ମହିଳାଙ୍କ ପରଲୋକ

0

(ତାରାକାନ୍ତ ନାୟକ / ସାଲେପୁର) ; ଜଣାଶୁଣା ପରିବେଶବିତ ତଥା ସାଇ ସେବକ ସୁରେନ୍ଦ୍ର ସାମଲଙ୍କ ସହଧର୍ମିଣୀ ପ୍ରମିଳାବାଳା ସାମଲଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି କ୍ଷ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରିଲୋ ଗ୍ରାମର ପ୍ରମିଳାବାଳା ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପ୍ରାଣା ମହିଓଥିଲେ କ୍ଷ ନାରୀଶିକ୍ଷାର ପ୍ରଚାର ଓ ପ୍ରସାର ସାଙ୍ଗକୁ , କୁସଂସ୍କାର ଓ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ସ୍ୱର୍ଗୀୟା ସାମଲ ଜୀବନ ବ୍ୟାପୀ ଅନେକ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି ପ୍ରମିଳା ଦେବୀଙ୍କ ବିୟୋଗରେ ଆଇନି ମନ୍ତ୍ରୀ ପ୍ରତାପ ଜେନା,ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟ.ଜେନା, ଶିକ୍ଷାବିତ ସୁରେନ୍ଦ୍ର ସାମଲ,ସାମ୍ବାଦିକ ଅଖିଳେଶ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କ୍ଷ