କଲେଜ ପରିଦର୍ଶନରେ ଆସିବେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର) ; ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ର ସିଦ୍ଧାର୍ଥ ଡିଗ୍ରୀ କଲେଜ ପରିଦର୍ଶନରେ ଆସୁଛନ୍ତି ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ । ଆଜି ଅପରାହ୍ନ ପ୍ରାୟ ୩ଘଟିକା ସମୟରେ ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜକୁ ଭାରତୀୟ ରେଡକ୍ରସ ସୋସାଇଟି ତଥା ଓଡ଼ିଶା ରାଜ୍ୟ ଶାଖା ଯୁବ ରେଡକ୍ରସ ଅଧିକାରୀ ଡକ୍ଟର ଅଜୟ କୁମାର ତ୍ରିପାଠୀ ପରିଦର୍ଶନରେ ଆସୁଛନ୍ତି । ଏ ନେଇ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି।