ଭୁବନେଶ୍ୱର : କ୍ରାଇବ୍ରାଞ୍ଚ ଏସ୍ଟିଏଫ କବଜାରେ ନକଲି ନୋଟ୍ ରାକେଟ । ଟିଟଲାଗଡ ବସ ଷ୍ଟାଣ୍ଡ ନିକଟରୁ ମାଷ୍ଟର ମାଇଣ୍ଡ ଲିଙ୍ଗରାଜ ବେହେରା ଗିରଫ।ଟା ପକ୍ଷରୁ ୩୧ ଲକ୍ଷ୍ୟ ୨୭ ହଜାର ଟଙ୍କାର ଜାଲ ନୋଟ ଜବତ୍। ଜେଉଥିରେ କେବଳ,୫୦୦ ଟଙ୍କିଆ ନୋଟ୍ ମିଳିଛି। ଜବତ୍ ନକଲି ନୋଟ୍ କୁ ପଶ୍ଚିମ ବଙ୍ଗ ରେ ଥିବା , ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ , ପ୍ରାଇଭେଟ୍ ଲିମିଟେଡ କୁ ଯାଞ୍ଚ୍ ଲାଗି ପାଠ ଯିବା। ବର୍ତମାନ ସୁଦ୍ଧା ଏସ୍ଟିଏଫ ଦ୍ଵାରା ୭୮ ଲକ୍ଷ୍ୟ ୭୦ ହଜାର ୬୦୦ ଟଙ୍କା ର ନକଲି ନରେ ଜବତ୍ ହୋଇଚି।ବର୍ତ୍ତମାନ ସୁଦ୍ଧା ୭୮ ଲକ୍ଷ ୭୦ ହଜାର ୬ ଶହର ନକଲି ନୋଟ ଠାବ କରିଛି ଏସ୍ଟିଏଫ କେସ ନମ୍ବର ୪ ଦଫା୪୨୦,୪୬୮,୪୭୧,୪୮୯ A, ୪୮୯ B, ୪୮୯ C, ୪୮୯ D ରେ ମାମଲା ରୁଜୁ ହୋଇଛି |