Browsing Tag

Amit Shah

ଲଙ୍କାରେ ହରିନାମ: ଅମିତ ଶାହଙ୍କୁ ପ୍ରଶଂସା କଲା ଶିବସେନା

(ପ୍ରମିତ ପ୍ରମଥେଶ) ରିପୋଟର୍ସ ଟୁଡେ: ଗତ କିଛିଦିନ ହେବ ଏନଡିଏର ହାତ ଛାଡି କଂଗ୍ରେସ ଓ ଏନସିପି ସହ ମିଶି ମହାରାଷ୍ଟ୍ରରେ ମହାମେଣ୍ଟ ସରକାର କରିଥିବା ଶିବସେନା ଏବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ମୁଖ୍ୟ ଅମିତ ଶାହଙ୍କ ପ୍ରଶଂସା କରୁଥିବା ଖବର ମିଳିଛି। ଶିବସେନାର ରାଜ୍ୟସଭା ସାଂସଦ ତଥା…
Read More...

‘ଏନ୍‌ପିଆର୍‌ ପାଇଁ ଦରକାର ନାହିଁ କୌଣସି କାଗଜପତ୍ର’

(ପ୍ରମିତ ପ୍ରମଥେଶ) ରିପୋର୍ଟସ ଟୁଡେ: ଜାତୀୟ ଜନଗଣନା ପଞ୍ଜିକା ପାଇଁ କୌଣସି କାଗଜପତ୍ର କିମ୍ବା ଅଙ୍ଗୁଳି ଛାପର ଆବଶ୍ୟକତା ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। କେବଳ ଗୋଟିଏ ଫର୍ମରେ ଥିବା କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଏନ୍‌ପିଆର୍‌ ପାଇଁ ପ୍ରସ୍ତୁତ…
Read More...

ଆଜିଠାରୁ ଲାଗୁ ହେଲା ସିଏଏ

(ପ୍ରମିତ ପ୍ରମଥେଶ) ରିିପୋର୍ଟସ ଟୁଡ଼େ: ନାଗରିକତା ସଂଶୋଧନ ଆଇନ,୨୦୧୯ ଆଜିଠାରୁ ଦେଶରେ ଲାଗୁ ହୋଇଛି। ଏ ବାବଦରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଓ ହିଂସା ଜାରି ରହିଥିବା ବେଳେ ସରକାର ଏଭଳି…
Read More...

ଅସଲ ଦଙ୍ଗାକାରୀ ହେଲେ ରାହୁଲ ଓ ପ୍ରିୟଙ୍କା: ଅମିତ ଶାହା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ଦଙ୍ଗା ପାଇଁ କଂଗ୍ରେସ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ତାଙ୍କ ଭଗ୍ନୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦାୟୀ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ…
Read More...

ଓଡିଶା ଆସିବେ ଅମିତ

( ମମତା ସାମଲ) : ଆସନ୍ତା ୨୪ ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ଆସନ୍ତା ୨୩, ୨୪ ଏବଂ ୨୫ ତାରିଖରେ ପୁରୀରେ ମହିଳା ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ହେବ । ଆଉ ଏହି ବୈଠକରେ ସାମିଲ ହେବାକୁ ଅମିତ ଶାହା ୨୪ ତାରିଖରେ ଓଡିଶା ଆସୁଛନ୍ତି । ଅମିତା ଶାହା ଓଡିଶା…
Read More...