ରାଜନୀତିସରିଲା ମଧ୍ୟପଦେଶ ଓ ମିଜୋରାମରେ ବିଧାନସଭା ନିର୍ବାଚନ , ୧୧ରେ ଭୋଟ ଗଣତିReportNovember 29, 2018 by ReportNovember 29, 2018064 (ରିପୋର୍ଟସ ଟୁଡ଼େ): ମଧ୍ୟପ୍ରଦେଶ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଶେଷ ହୋଇଛି। ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ୟ୍ୟାୟରେ ଭୋଟଗ୍ରହଣ ହୋଇଛି। ମଧ୍ୟପ୍ରଦେଶରେ ୨୩୦ ଆସନ ପାଇଁ ଭୋଟ ନିଆଯାଇଥିଲା। ଏଠାରେ...
ଭାରତ୨୫୦ ମିଟର ଉଚ୍ଚ ହେବାକୁ ଯାଉଛି ଆନ୍ଦ୍ର ପ୍ରଦେଶର ବିଧାନସଭାReportNovember 23, 2018 by ReportNovember 23, 2018062 (ରିପୋର୍ଟସ ଟୁଡ଼େ): ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ବିଜେପି ମଧ୍ୟରେ ବୟାନବାଜି ଥମିବାର ନାମ ନେଉ ନାହିଁ । ଦୁହିଁଙ୍କ ମଧ୍ୟରେ କଳହର କାରଣ କେବଳ ରାଜନୀତି ନୁହେଁ ବରଂ ଏହା ଏବେ...
ରାଜନୀତିଶାସକ ବିରୋଧି ଏକାଠି ଗଣତନ୍ତ୍ର ପାଇଁ ବିପଦ…ବିଜେପିର ହଟ୍ଟଗୋଳ, ଗୃହ ମୁଲତବୀReportNovember 20, 2018 by ReportNovember 20, 2018047 (ରିପୋର୍ଟସ ଟୁଡ଼େ) : ଶାସକ ବିରୋଧି ଏକାଠି ହୋଇଛନ୍ତି । ଗଣତନ୍ତ୍ର ପାଇଁ ଏହା ବିପଦ । ନବୀନ ସରକାରଙ୍କ ଜଙ୍ଗଲ, ଜମି. ଜଳ ଦୁର୍ନିତି ନିତି ଚଳିବ ନାହିଁ । ଏମିତି ସରକାରଙ୍କ...
ଓଡିଶାବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଅଭିଯୋଗକୁ ଖଣ୍ଡନ କଲେ କଂଗେସ ବିଧାୟକ ପ୍ରଫୁଲ୍ଲ ମାଝୀReportNovember 20, 2018 by ReportNovember 20, 2018041 ( ରିପୋର୍ଟସ ଟୁଡ଼େ ): ମୁଖ୍ୟମନ୍ତ୍ରୀ ଏବଂ ତୃତୀୟ ମହଲା ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସୁସମ୍ପର୍କ ରହିଥିବା ନେଇ ଅଭିଯୋଗ ଆଣିଥିବା ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ କଂଗ୍ରେସ...
ଓଡିଶାବିଧାନସଭାରେ ଶାସକ ଦଳ ସହ ବିରୋଧିଙ୍କ ହଟ୍ଟଗୋଳ …ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀReportNovember 19, 2018 by ReportNovember 19, 2018053 (ରିପୋର୍ଟସ ଟୁଡ଼େ): ସୋମବାର ବିଧାନସଭା ଶୀତକାଳୀନ ଅଧିବେସନର ପ୍ରୋଶ୍ନତ୍ତର କାର୍ଯ୍ୟକାଳରେ ତପସିଲ ଭୁକ୍ତ ଜାତି , ଜନଜାତି ଓ ପଛୁଆ କଲ୍ୟାଣ ବିଭାଗ ଏବଂ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଅଂଶ ହ୍ରାସ କରିବା ବିରୁଦ୍ଧରେ...
ରାଜନୀତିଗୃହରେ ବିରୋଧୀଙ୍କ ହଟଗୋଳ , ୩ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କଲେ ବାଚସ୍ପତିReportNovember 19, 2018 by ReportNovember 19, 2018046 (ରିପୋର୍ଟସ ଟୁଡ଼େ): ବିଧାନ ସଭା ଗୃହରେ ବିରୋଧୀଙ୍କ ପ୍ରବଳ ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଛନ୍ତି । କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରଥମେ...
ରାଜନୀତିବିଧାନ ସଭାର ଦ୍ୱିର୍ତୀୟ ଦିନରେ ଗୃହରେ ଉଠିଲା ଅଭିଜତି ଆୟାର ପ୍ରସଙ୍ଗReportNovember 17, 2018 by ReportNovember 17, 2018068 (ରିପୋର୍ଟସ ଟୁଡ଼େ): ଗୃହରେ ଉପସ୍ଥାପିତ ହେଲା ଗୃହ କମିଟି ଆଣିଥିବା ଅଭିଜିତ ଆୟାରଙ୍କ ପ୍ରସଙ୍ଗ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଙ୍କୁ ଏହି ପ୍ରସଙ୍ଗ ଉଠାଇବାକୁ ଅନୁମତି ଦେଇଥିଲେ ବାଚସ୍ପତି ।...
ରାଜନୀତିଦ୍ୱିତୀୟ ଦିନରେ ଗୃହ ସ୍ୱଭାବିକ ସହ ହଟ୍ଟଗୋଳ… ବିରୋଧୀଙ୍କ ମୁଲତବି ପସ୍ତାବକୁ ଆଗ୍ରହ୍ୟReportNovember 17, 2018 by ReportNovember 17, 2018050 ଦ୍ୱିତୀୟ ଦିନରେ ଗୃହ ସ୍ୱଭାବିକ ସହ ହଟ୍ଟଗୋଳ… ବିରୋଧୀଙ୍କ ମୁଲତବି ପସ୍ତାବକୁ ଆଗ୍ରହ୍ୟ...
ରାଜନୀତିବିଧାନସଭା ଶୀତ ଅଧିବେସନ ଆରମ୍ଭ ହେଉ ହେଉ ବିରୋଧୀଙ୍କ ହଟଗୋଳ ସହ ଗୃହ ମୁଲତବି … ଆସନ୍ତା କାଲି ଦିନ ୧୦ ଟା ଯାଏ ଗୃହ ମୁଲତବି କଲେ ମାନ୍ୟବର ବାଚସ୍ପତିReportNovember 16, 2018 by ReportNovember 16, 2018064 (ରିପୋର୍ଟସ ଟୁଡ଼େ): ଆଜି ସକାଳ ୧୧ଟାରେ ବିଧାନସଭା ଶୀତକାଳିନ ଅଧିବେସନ ଆରମ୍ଭ ହୋଇଥିଲା । ପ୍ରଥମେ ବିଧାନସଭାରେ ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୫ ଜଣ ଦିବଂଗତ ମାନଙ୍କ ବିୟୋଗରେ ମାନ୍ୟବର ବାଚସ୍ପତି, ମୁଖ୍ୟମନ୍ତ୍ରୀ...
ରାଜନୀତିପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା , ୧୨ ଟା ୧୪ ପ୍ରର୍ଯ୍ୟନ୍ତ ଗୃହ ମୁଲତବିReportNovember 16, 2018 by ReportNovember 16, 2018046 (ରିପୋର୍ଟସ ଟୁଡ଼େ): ବାଚସ୍ପତି ପ୍ରଶ୍ନ କାଳ ଆରମ୍ଭ କରିବା ସଙ୍ଗେ ସଙ୍ଗେ ଚାଷୀ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨....