Browsing Tag

baleswar

ପତ୍ନୀର ଶବକୁ ଟ୍ରଲିରେ ବୋହିଲେ ସ୍ୱାମୀ

ବାଲେଶ୍ୱର- ଟ୍ରଲିରେ ବୁହା ହେଲା ଶବ । ମହାପ୍ରୟାଣ ଗାଡି ନମିଳିବାରୁ ବାଧ୍ୟ ହୋଇ ନିଜ ପତ୍ନୀର ଶବକୁ ଟ୍ରଲିରେ ବୋହିଲେ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳିକୋଠା ଗାଁରେ ।ସୂଚନା ଅନୁସାରେ ଶାଳିକୋଠା ଗାଁର ପୂର୍ଣ୍ଣ ସିଂଙ୍କ…
Read More...

ଚୋରା ମଦ ବିକ୍ରି କରିବା ପଡିଲା ମହଙ୍ଗା : ୩ ଅଟକ

ଭୋଗରାଇ- ଚୋରା ମଦ ବିକ୍ରି କରି କରିବା ପଡିଲା ମହଙ୍ଗା । ଗାଡି ଭଙ୍ଗାରୁଜା ସହ ତିନିଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାନ୍ଥିଭଉଁରୀ ପଞ୍ଚୟତରେ ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଅଟୋ ଦ୍ୱାରା ଦୁଇ ଜଣ ଯୁବକ…
Read More...

ଜଳେଶ୍ୱରରୁ ଗୁଳି ଓ ପିସ୍ତଲ ଜବତ ; ଜଣେ ଗିରଫ

  ବାଲେଶ୍ୱର -ଜଳେଶ୍ୱର ଥାନା ଉତ୍ତରପଡ଼ା-ଖଳାବାଡ଼ିଆ ଅଞ୍ଚଳରୁ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଯୁବକକୁ ମଧ୍ୟ ପୋଲିସ୍ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଚନ୍ଦ୍ରକାନ୍ତ ପାଳ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ପଶ୍ଚିମବାଡ଼ ଖଳାବାଡ଼ିଆ…
Read More...

କେନାଲରୁ ଖସିପଡିଲେ ଯୁବକ ;ଉଦ୍ଧାର ହେଲା ମୃତଦେହ

ସାଲେପୁର: କେନାଲରେ ପଡି ଯୁବକଙ୍କ ମୃତ୍ୟୁ। ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ତେନ୍ତୋଳ ଠାରେ। ମୃତ ଯୁବକ ହେଲେ ସ୍ଥାନୀୟ ତେନ୍ତୋଳ ଗ୍ରାମର ମନୋଜ ଭୋଇ।ସୂଚନାନୁସାରେ, ମନୋଜ ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା କେନାଲର ତେନ୍ତୋଳ ପୋଲ ଉପରେ ବସିଥିଲେ । ତେବେ…
Read More...

ଅଭାବୀ ରାଜେନ୍ଦ୍ରଙ୍କ ମଣିଷପଣିଆ

ବାଲେଶ୍ୱର(ରିପୋର୍ଟର୍ସ ଟୁଡେ): କୋରୋନା ମଣିଷ ଜାତିକୁ ବହୁ ବର୍ଷ ପଛକୁ ଫେରାଇ ନେଇଛି । ସୌନ୍ଦର୍ଯ୍ୟରେ ଭରପୂର ଏହି ପରିବେଶକୁ ଛାରାଖାର କରିଦେଇଚି ଏହି ମହାମାରୀ । ଅଭାବ ଅନାଟନରେ ସାରା ବିଶର୍ୱେ ଆଜି ହାହାକାରର ପରିସ୍ଥିତି । ଲୋକମାନଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି ଏହି ଟଙ୍କାର ଅଭାବ ।…
Read More...

ଥାନା ଭିତରେ ଓକିଲଙ୍କୁ ନିସ୍ତୁକ ମାଡ ; ଏସ.ଆଇ ବଦଳି

ସୋର- ଓକିଲଙ୍କୁ ଥାନା ଭିତରେ ନିସ୍ତୁକ ମାଡ ମାରିବା ପଡିଲା ମହଙ୍ଗା  । ଗତ ୪ ତାରିଖ ରାତିରେ ସୋର ପୁଲିସ ଓ ଭୁବନେଶ୍ୱର ପୋଲିସ  ମିଳିତ ଭାବେ କୈାଣସି କାରଣ ନଥାଇ ଜଣେ ଓକିଲ ଧୀରେନ୍ଦ୍ର ଦାସଙ୍କୁ କଲେଜ ଛକ ଭଡା ଘରୁ ଉଠାଇ ଆଣି ଥାନାରେ ନିସ୍ତୁକମାଡ ମାରିଥିଲେ । ମାଡ ମାରିଥିବାଏସ.ଆଇ.…
Read More...

ଋଣ ଭାର ଶୁଝି ନ ପାରି ବିଷ ପିଇଦେଲେ ପୂରା ପରିବାର

ବାଲେଶ୍ୱର- କରୋନା ମହାମାରୀ ସବୁ କିଛି ଉଜାଡିଦେଲା । କରୋନା କାଳରେ ନିଜର ଜୀବିକା ହରାଇ କାମ ନ ମିଳିବାରୁ ଋଣ ଭାର ସହି ନପାରି ପୂରା ପରିବାର ପିଇଦେଲେ ବିଷ । ସ୍ୱାମୀ ,ସ୍ତ୍ରୀ ବିଷ ପିଇବା ସାଙ୍ଗକୁ ସେଥିରୁ ବାଦ ପଡିନି ୯ବର୍ଷର ଝିଅ ।ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି…
Read More...

ଟିକା ପାଇଁ ଲାଇନରେ ପଥର

ଭୋଗରାଇ- କରୋନା ମହାମାରୀରୁ ବଞ୍ଚିବା ପାଇଁ ଟିକା ଲୋକଙ୍କ ଏକ ମାତ୍ର ଅସ୍ତ୍ର ପାଲଟିଛି ।ରାଜ୍ୟରେ ଟିକା ଉପଲବ୍ଧ ନଥିବାରୁ ଲୋକେ ଟିକା ନେବା ପାଇଁ ହନ୍ତସନ୍ତ ହେଉଛନ୍ତି । ଟିକା କେନ୍ଦ୍ର ଆଗରେ ଲମ୍ବା ଧାଡି ଦେଖିବାକୁ ମିଳୁଛି । ଲୋକଙ୍କ ଭିତରେ ସାମାଜିକ ଦୂରତା ରଖୁନଥିବାବେଳେ କୋଭିଡ କଟକଣା…
Read More...

ପୁଣି ବଢ଼ିଲା ତେଲ ଦର, ଜାଣନ୍ତୁ ଆଜି କେତେ ଅଛି ପେଟ୍ରୋଲ, ଡିଜେଲ ଦାମ୍

(ଭୁବନେଶ୍ୱର/ରାଜେଶ ସାହୁ) ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୨୭ ପଇସା ବଢ଼ି ୯୫ ଟଙ୍କା ୪୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୩୧ ପଇସା ବଢ଼ି ୯୩ ଟଙ୍କା ୩୪ ପଇସା ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ ଝଗଝ ମାଧ୍ୟମରେ…
Read More...

ବାଇକରୁ ୨ ଜଣକୁ ଝାମ୍ପି ନେଲା ଭାଲୁ , ଉଭୟ ଗୁରୁତର

(ବାଲେଶ୍ଵର) : ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧିନ ଗୋପ ଅଂଚଳରେ ଭାଲୁ ଆତଙ୍କ। ଗୋଟିଏ ନୁହେଁ ବରଂ ଦୁଇଟି ଭାଲୁ ଏକ ବାଇକ ଆରୋହି ଉପରକୁ ଲମ୍ଫ ପ୍ରଦାନ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାନୁଯାୟୀ , ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଂଚାୟତ ଅଧିନ ଜୁରିଆପାଟଣା…
Read More...