Browsing Tag

bbsr

ଚର୍ଚ୍ଚାରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୧୯ରେ କର୍ଣ୍ଣାଟକର ଏକ ରାଲିରେ ରାହୁଲ ଗାନ୍ଧୀ ଏପରି ବୟାନ୍ ଦେଇଥିଲେ । ସେ ମୋଦି ଉପନାମକୁ ନେଇ ଆପତ୍ତିଜନକ କଥା କହିଥିଲେ । ଏନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ…
Read More...

୩ ବର୍ଷରେ ନଦୀ ନେଇଛି ୯୭୦ ମୁଣ୍ଡ

ହର ପ୍ରସାଦ ବିଶୋଇ / ଭୁବନେଶ୍ୱର: ଗତ ତିନି ବର୍ଷରେ ନଦୀରେ ବୁଡି ଯିବାରୁ ୯୭୦ ଜଣଙ୍କର ମୃତ୍ୟୁ ହୋଇଛି । ନଦୀରେ ଗାଧୋଇବାକୁ ଯାଇ ୩ ବର୍ଷରେ ୯୭୦ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।ରାଜ୍ୟରେ ବିଭିନ୍ନ…
Read More...

ଏଲଇଡି ଡିସପ୍ଲେ ବୋର୍ଡ କାର୍ଯ୍ୟକ୍ଷମ ହୋଇପାରୁନାହିଁ

ଭୁବନେଶ୍ବର: ସରକାରୀ ଯୋଜନା ସଂପର୍କିତ ସୂଚନା ପାଇବା ଲାଗି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ଏଲଇଡି ଡିସପ୍ଲେବୋର୍ଡ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏହି ପ୍ରକଳ୍ପ ଜରିଆରେ  ଲୋକଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଯିବା ସହିତ ଯୋଜନାର ସମସ୍ତ ସୂଚନା ପ୍ରଦାନ କରାଯିବ।…
Read More...

ବ୍ୟବସାୟିକ ପ୍ଲାନରେ ଗୋଟିଏ ବି ମଣ୍ଡପ ନାହିଁ

ଭୁବନେଶ୍ବର: ବିଲଡିଂ ପ୍ଲାନ ଅନୁମୋଦନ ହୋଇନାହିଁ। ହୋଲଡିଂ ଟିକସ ନାହିଁ। ପାର୍କିଂ ସୁବିଧା ନାହିଁ। ପାୟାର ସେଫଟି ଅଛିକି ନାହିଁ ତାହା ବି ସମସ୍ତଙ୍କୁ ଜଣା ନାହିଁ। ରାଜଧାନୀ ଭୁବନେଶ୍ବରରେ ଏଭଳି ଭାବେ ଚାଲିଛି ଅଧିକାଂଶ ବେଆଇନ ମଣ୍ଡପ। ଏଥି ପ୍ରତି ବିଏମସିର ନଜର ନାହିଁ। ନିୟମ ଅନୁସାରେ…
Read More...

ରାଜ୍ୟସ୍ତରୀୟ ପରେଡ: ମୁଖ୍ୟ ଆକର୍ଷଣ ବାଇକ ଡେୟାର ଡେଭିଲ ଶୋ

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି ଉପଲକ୍ଷେ ଗୁରୁବାର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ…
Read More...

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ୍ ପଦକ ପାଇବାକୁ ଓଡିଶାର ୨ ଜଣଙ୍କ ମଧ୍ୟରେ ଆଇପିଏସ୍ ଅଧିକାରୀ ଧିରେନ୍ଦ୍ର…

ଭୁବନେଶ୍ୱର : ସିଏମର ସ୍ୱତନ୍ତ୍ର ସଚିବ ଭାବରେ ପୋଷ୍ଟ ହେ।ଇଥିବା ୧୯୯୭- ବ୍ୟାଚ୍ ଆଇପିଏସ୍ ଅଧିକାରୀ ଧିରେନ୍ଦ୍ର ଏସ୍ କୁଟେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପାଇବାକୁ ଓଡିଶାର ଦୁଇଜଣଙ୍କ ମଧ୍ୟରେ ଅଛନ୍ତି । ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଓଡିଶାର ଆଉ ଜଣେ କର୍ମଚାରୀ…
Read More...

ଦେଶରେ ବଢିଲାଣି ବି.ଏଫ ୭ ସଂକ୍ରମଣ କାମ କରୁଛି କି ଟୀକା !

ଭାରତ : ସାମ୍ନାକୁ ଆସିଥିବା କୋଭିଡର ନୂଆ ସଂକ୍ରମଣ ବି.ଏଫ୭ ଏବେ ବଢିବାରେ ଲାଗିଛି । ଦେଶରେ ପ୍ରଥମ ସପ୍ତାହରେ ସଂକ୍ରମଣର ମାତ୍ରା ସଂଖ୍ୟାଧିକ ଥିବା ବେଳେ ଏବେ ଦ୍ୱିତୀୟ ସପ୍ତାହର ସଂକ୍ରମଣ ସ୍ଥିତି ୨୫% ବୃଦ୍ଧି ପାଇଛି । ଗତ ସପ୍ତାହର ରବିବାରକୁ ନଜରରେ ରଖିଲେ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ…
Read More...

କୃଷକ ଉତ୍ପାଦକ ସଂଗଠନ ମାନଙ୍କର ତ୍ରୟମାସିକ ଯୋଜନା ଓ ସମୀକ୍ଷା ବୈଠକ

ସୋନପୁର : ନାବାର୍ଡ଼ ଅନୁଦାନ ପ୍ରାପ୍ତ କୃଷକ ଉତ୍ପାଦକ ସଂଗଠନମାନଙ୍କର  ତ୍ରୟମାସିକ ବୈଠକ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ  ନାବାର୍ଡ଼ର ଡି.ଡି.ଏମ୍‌. ତାପସ ଶଙ୍କର ରାଉତ  ଅଧ୍ୟକ୍ଷତା କରିଥିବା ବେଳେ  ସଦସ୍ୟ ହିସାବରେ ଯୋଗଦାନ କରିଥିଲେ…
Read More...

ଅନ୍ତର୍ଜାତୀୟ ମାନବଧିକାର ପରିଷଦ ପକ୍ଷରୁ ବାଇକ ଶୋଭାଯାତ୍ରା

ପୁରୀ/ଜୟନ୍ତ କୁମାର ସେଠୀ: ଅନ୍ତର୍ଜାତୀୟ ମାନବଧିକାର ପରିଷଦ ପକ୍ଷରୁ ବାଇକ ଶୋଭାଯାତ୍ରା କରି ସଚେତନତା ସୃଷ୍ଟି । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ବାଇକ ଶୋଭାଯାତ୍ରା ପିପିଲି ସାକ୍ଷୀଗୋପାଲ ମାଳତୀ ପାଟ ପୁର ଦେଇ କୋଣାର୍କରେ ପହଞ୍ଚିବା ପରେ କୋଣାର୍କ ସୂର୍ଯ୍ୟ  ମନ୍ଦିର ସମ୍ମୁଖରେ…
Read More...

ବ୍ରିଜ ତଳକୁ କାର୍ ଖସି ଜଣେ ମୃତ ୫ ଆହତ

ମୋହନା- ବ୍ରିଜ ତଳକୁ ଖସିଲା କାର । ମୋହନାର ଅଡବା ଥାନା ଖକ୍ଷରୀଗୁଡା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । କାରଟି କଲିକତାରୁ ଟିକିରି ଯାଉଥିବା ଜଣାପଡ଼ିଛି ।
Read More...