Browsing Tag

Bhadrak

ଏଣିକି ରାଜ୍ୟର ପ୍ରତ୍ୟେକ ଡାକ୍ତରଖାନାରେ ଛୁଟି ଦିନ ଖୋଲାରହିବ ଓଟି

ଭୁବନେଶ୍ୱର : ଏଣିକି ରାଜ୍ୟର ପ୍ରତ୍ୟେକ ଡାକ୍ତରଖାନାରେ ମୁଖ୍ୟ ଅସ୍ତ୍ରପଚାର ଗୃହ ଦ୍ୱତୀୟ ଓ ଚତୁର୍ଥ ଶନିବାର ଦିନ ଖୋଲା ରହିବ | ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମାରେ ଦର୍ଶାଯାଇଛି | ମାସର ଦ୍ୱତୀୟ ଓ ଚତୁର୍ଥ ଶନିବାର ଛୁଟି ଦିନ ରହୁଥିବାରୁ…
Read More...

ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ : କଂଗ୍ରେସ ପକ୍ଷରୁ ଆଜି ୮ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବିରେ ସକାଳ ୬ ରୁ ୨ ଟା ପର୍ୟ୍ୟନ୍ତ ଅଖ ଚକବନ୍ଦ ରହିଛି । ଏହି  ଦାବିରେ ଆଜି  ଵିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ…
Read More...

ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ଶୁଭିଲା ଭୟଙ୍କର ଶବ୍ଦ

ଯାଜପୁର : ପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ଦିନ ୧୧ଟାରେ ଏହି ଭୟଙ୍କର ଶବ୍ଦ ଶୁଭିଥିଲା । ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି । ଫଳରେ ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିବା…
Read More...

୧୫ ରାଉଣ୍ଡରେ ଚାଲିଛି ଭୋଟ ଗଣତି : ୬୭୦୫୬ ଭୋଟରେ ବିଜେପି ଆଗୁଆ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୫ ରାଉଣ୍ଡ ପହଞ୍ଚିଛି । ୧୫ ରାଉଣ୍ଡରେ ସମୁଦାୟରେ ବିଜେଡି -୫୯୩୯୩ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି -୬୭୦୫୬ ଖଣ୍ଡ ଭୋଟ କଂଗ୍ରେସ -୨୯୧୪ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ…
Read More...

୧୪ ରାଉଣ୍ଡରେ ଚାଲିଛି ଭୋଟ ଗଣତି : ୯୦୬ଭୋଟରେ ବିଜେପି ଆଗୁଆ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟ ଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୪ ରାଉଣ୍ଡ ପହଞ୍ଚିଛି । ୧୪ ରାଉଣ୍ଡରେ ସମୁଦାୟରେ ବିଜେଡି -୫୫୩୭୦ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି -୬୩୦୩୧ ଖଣ୍ଡ ଭୋଟ , କଂଗ୍ରେସ -୨୭୫୧ ଖଣ୍ଡ ଏବଂ ସ୍ୱାଧୀନ…
Read More...

ଭୋଟଗଣତି ୧୩ ରାଉଣ୍ଡରେ ପହଞ୍ଚିଛି : ୫୮,୩୩୨ ଖଣ୍ଡ ଭୋଟରେ ବିଜେପି ଆଗୁଆ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୩ ରାଉଣ୍ଡରେ ପହଞ୍ଚିଛି । ଦ୍ୱାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ୩ହଜାର ୮ ୭୪ଖଣ୍ଡ ଭୋଟ, ବିଜେପିର ପ୍ରାଥୀ ସୂର‌୍ୟ୍ୟବଂଶୀ ସୂରଜ ୪ ହଜାର ୭ଶହ ୭୮ ଖଣ୍ଡ ଭୋଟ…
Read More...

ନବମ ରାଉଣ୍ଡ ପରେ ଦଶମ ଗଣତି ଆରମ୍ଭ : ବିଜେପି ଆଗୁଆ

ଭଦ୍ରକ : ଆଜି ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ନବମ ରାଉଣ୍ଡ ଗଣତି ଶେଷ ହୋଇଛି । ଆରମ୍ଭ ହୋଇଛି ଦଶମ ରାଉଣ୍ଡ । ଲଗାତାର…
Read More...

ନବମ ରାଉଣ୍ଡ ଗଣତି ଆରମ୍ଭ : ବିଜେପି ଆଗୁଆ

ଭଦ୍ରକ : ଆଜି ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ଅଷ୍ଟମ ରାଉଣ୍ଡ ଗଣତି ଶେଷ ହୋଇଛି । ଆରମ୍ଭ ହୋଇଛି ନବମ ରାଉଣ୍ଡ । ଲଗାତାର…
Read More...

ସପ୍ତମ ରାଉଣ୍ଡ ଗଣତି ଶେଷ ହୋଇଛି : ୩୧,୧୦୮ ରେ ଆଗୁଆ ବିଜେପି

ଭଦ୍ରକ : ଧାମନଗରରେ ସବୁ ଦଳର ବଢୁଛି ହାର୍ଟବିଟ । ଆଜି ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ…
Read More...

ସପ୍ତମ ରାଉଣ୍ଡ ଗଣତିରେ ବିଜେପି ଆଗୁଆ

ଧାମନଗର : ଧାମନଗରରେ ସବୁ ଦଳର ବଢୁଛି ହାର୍ଟବିଟ । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ସପ୍ତମ ରାଉଣ୍ଡ ଗଣତି ଆରମ୍ଭ…
Read More...