ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଟାର୍ଗେଟ
ଭୁବନେଶ୍ୱର: ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ କ୍ଷୋଭ। ରାଜ୍ୟ ସରକାରଙ୍କୁ କଲେ କଡ଼ା ଟାର୍ଗେଟ। ହୀରାକୁଦରେ ପାଣି ସମସ୍ୟା ଉଦବେଗଜନକ। ହୀରାକୁଦ ଇତିହାସରେ ଏମିତି ପ୍ରଥମ ଥର ସଙ୍କଟ ଦେଖାଦେଇଛି। ଏତେ ତଳ ସ୍ତରକୁ ଚାଲିଯିବ କେହି ଅନୁମାନ କରିନଥିବେ।…
Read More...
Read More...