Browsing Tag

Bhubaneswar

ଲୋକସେବା କର୍ମଚାରୀଙ୍କ କରୋନା ଟିକାକରଣ ଆରମ୍ଭ

ଭୁବନେଶ୍ୱର/ ରାଜେଶ ସାହୁ : ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ଏଥିଲାଗି ରାଜ୍ୟ ସରକାର କରୋନା ଟିକା ନେବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଏଥିରୁ ବାଦପଡ଼ି ନାହାନ୍ତି ଲୋକସେବା ଭବନ କର୍ମଚାରୀ । ଲୋକସେବା ଭବନ କର୍ମଚାରୀ ବା କାର୍ଯ୍ୟରତ ସରକାରୀ…
Read More...

ପୁରୀ ବାସୀଙ୍କ ସହଯୋଗ କାମନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

(ଜୟନ୍ତ କୁମାର ସେଠୀ) ; ମେ ୧୫ ତାରିଖ ଦିନ ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ହେବ। ୨୧ ଦିନ ବ୍ୟାପି ଏହି ନୀତି ଅନୁଷ୍ଠିତ ହେବ। ତେବେ କୋଭିଡର ସ୍ଥିତିକୁ ନଜରରେ ରଖି ଅତି କମ ସେବାୟତଙ୍କୁ ନେଇ ଏହି ବିଶେଷ ନୀତି ହେବ। ପୂର୍ଵ ବର୍ଷ…
Read More...

ପରିବା ବିକ୍ରି ସହ କୋରନା ସଚେତନତାର ବାର୍ତ୍ତା

(ଜୟନ୍ତ କୁମାର ସେଠୀ / ଗୋପ) ; କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର ଲକ ଡାଉନ ଘୋଷଣା କରିଛନ୍ତି। ଅତି ଜରୁରୀ ନଥିଲେ କୌଣସି ବ୍ୟକ୍ତି ଘରୁ ନ ବାହାରି ବାକୁ ସରକାର ଲୋକଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ନ ମାନିଲେ କରୋନା ବ୍ୟାପିବା ସହ ଅନେକ ଲୋକ ଙ୍କ ଜୀବନ ବିପଦ ସୃଷ୍ଟି…
Read More...

ରେମୁଣା ତହସିଲ ଅଫିସରେ ନିଆଁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣ୍ଡା ତହସିଲ ଅଫିସର କମ୍ପ୍ୟୁଟର ସେକ୍ଟନରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କାଗଜପତ୍ର ପୋଡିଯିବା ସହ କମ୍ପ୍ୟୁଟର ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ସର୍ଟସର୍କିଟ ଯୋଗୁଁ ନିଅାଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନଶମ ବାହିନୀ…
Read More...

କରୋନାରେ ପୀଡିତ ଶିକ୍ଷକଙ୍କ ଅକାଳ ମୃତ୍ୟୁ

(ରଜନୀ କାନ୍ତ ପାତ୍ର / ହିଞିଳି) ; କବିସୂର୍ୟ୍ୟନଗର ବ୍ଲକ ଇ. ଡେଙ୍ଗା ପଦର ଚଟଚଝରେ କାର୍ୟ୍ୟରତ ଶିକ୍ଷକ ଯୁବକରତ୍ନ ସ୍ୱାଇଁଙ୍କ ଆଜି ବାବନପୁର ସ୍ଥିତ କୋଭିଡ ମେଡିକାଲରେ ଅକାଳ ମୃତ୍ୟୁ ଘଟିଛି । ସେ ଜ୍ୱରରେ ପୀଡିତ ହେବା ପରେ କରୋନା ଆକ୍ରାନ୍ତ ଥିଲେ ଆସିକା ବାବନପୁର ସ୍ଥିତ କୋଭିଡ ମେଡିକାଲରେ…
Read More...

ଶେରଗଡ଼ ତହସିଲରେ ଆରମ୍ଭ ହେଲା ରାଜସ୍ୱ ରଥ

(ରଜନୀ କାନ୍ତ ପାତ୍ର / ହିଞିଳି) ; ମହାମାରୀ କରୋନାକୁ ମାତ୍ ଦେବାକୁ , ରାଜ୍ୟ ସରକାର କରିଥିବା ଲକଡାଉନର ପ୍ରଭାବରେ ନିଜର କାର୍ୟ୍ୟ ହାସଲ ପାଇଁ ତହସିଲ କାର୍ୟ୍ୟଳୟରୁ ବିଭିନ୍ନ ପ୍ରକାର ସରକାରୀ ସାର୍ଟିଫିକେଟ ଓ ପଟ୍ଟା ପାଇବାରେ ଜନସାଧାରଣ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ…
Read More...

ପଞ୍ଚସୂତ୍ରୀ ନିୟମକୁ ଅବମାନନା

(ରଜନୀ କାନ୍ତ ପାତ୍ର / ହିଞିଳି) ; କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସମଗ୍ର ଦେଶବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି । କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଟଡ଼ାଉନ ଏବଂ ଲକଡ଼ାଉନ ଘୋଷଣା କରାଯାଇଛି । ସମ୍ପ୍ରତି ଲକଡ଼ାଉନ ସମୟରେ ସକାଳ ୬ଟାରୁ ୧୨ଟା ପର୍ୟ୍ୟନ୍ତ କେବଳ…
Read More...

କରୋନାରେ ରୋଗୀ ହନ୍ତସନ୍ତ, ଖତ ଖାଉଛି ଭେଣ୍ଟିଲେଟ

ହାଇଦ୍ରାବାଦ: କୋରୋନା ଦ୍ୱିତୀୟ ଲହର ଅନେକଙ୍କ ନିଶ୍ବାସରେ ପୂର୍ଣ୍ଣଚ୍ଛେଦ ପକାଇଛି । ଅନେକ ସ୍ଥାନରେ ରୋଗୀମାନେ ଭେଣ୍ଟିଲେଟର ନପାଇ ଆଖି ବୁଜୁଛନ୍ତି । ତେବେ କୋରୋନାର ଦ୍ୱିତୀୟ ଲହର ଦ୍ୱାରା ସୃଷ୍ଟ ଏ ସମସ୍ତ ସମସ୍ୟା ପାଇଁ ଶାସନ ବ୍ୟବସ୍ଥା ମଧ୍ୟ ଦାୟୀ । କାରଣ ପ୍ରଧାନମନ୍ତ୍ରୀ କେୟାର୍ସ…
Read More...

ଘୁଂଚିଲା ୟୁପିଏସସି ପରୀକ୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ୟୁପିଏସସି ପରୀକ୍ଷା ଘୁଞ୍ଚିଲା । ଜୁନ୍ ୨୭ରେ ଚଳିତ ବର୍ଷର ପ୍ରିଲିମ ପରୀକ୍ଷା ହେବାର ଥିଲା। ହେଲେ କରୋନା ମହାମାରୀର ପ୍ରକୋପ ପାଇଁ ଏହି ଅବଧିକୁ ଘୁଞ୍ଚାଇଛି ୟୁପିଏସସି। ନୂଆ ତାରିଖ ଅକ୍ଚୋବର ୧୦ ତାରିଖ ସ୍ଥିର କରାଯାଇଛି। ଗତବର୍ଷ ମଧ୍ୟ କରୋନା…
Read More...

ସୋନୁଙ୍କ ସହାୟତା ଲୋଡ଼ିଲେ ଭଜ୍ଜି

ମୁମ୍ବାଇ(ରିପୋର୍ଟର୍ସ ଟୁଡେ): କୋରୋନା ମହାମାରୀ ସମୟରେ ସବୁଠୁ ଜଣେ ସଂକଟମୋଚକ ଭାବେ ଠିଆ ହୋଇଛନ୍ତି ବଲିଉଡ ଷ୍ଟାର ସୋନୁ ସୁଦ । ଅନେକ ଲୋକଙ୍କ ପାଖରେ ଖୁବ କମ ସମୟରେ ଆବଶ୍ୟକୀୟ ସାହାଯଁ ପହଞ୍ଚାଇ ସେ ପାଲଟି ଯାଇଛନ୍ତି ବିପଦର ବନ୍ଧୁ । କେଉଁଠି ଅକ୍ସିଜେନ ତ କେଉଁଠି ହସ୍ପିଟାଲ ବେଡ ସବୁ…
Read More...