Browsing Tag

Bhubaneswar

ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ନିରୀହ ଗ୍ରାମବାସୀ ଗୁରୁତର

(ରିପୋର୍ଟସ ଟୁଡେ): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇ ଜଣେ ନିରୀହ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ପୁଲିସର ସୂଚନା ଅନୁଯାୟୀ ଚିନ୍ତଲନାର ଅଂଚଳର ମାରାପଲ୍ଲୀ ଅଂଚଳରେ ଜଣେ ଗ୍ରାମବାସୀ କାମ ସାରି ଘରକୁ ଫେରୁଥିବା…
Read More...

ସାବରୀମାଳା ବିବାଦ ପାଇଁ କେରଳ ସରକାର ଦାୟୀ

(ରିପୋର୍ଟସ ଟୁଡ଼େ): ସାବରି ମାଳ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ସୁପ୍ରିମ୍ କୋର୍ଟଙ୍କ ରାୟ ଆସିବାରେ ବିରୋଧର ସ୍ୱର ତିବ୍ର ହେବାରେ ଲାଗିଛି । ରାୟ ଆସିବ ପରେ ମଧ୍ୟ ନିଦ୍ଧଷ୍ଟ ବୟସର ମହିଳାଙ୍କୁ ମନ୍ଦିରରେ ପ୍ରବେଶ କରାଇ ଦେଇ ନଥିଲେ ବିକ୍ଷୋଭ କାରି । ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି…
Read More...

ହୋଣ୍ଡା କାର୍ ପକ୍ଷରୁ ସିଆର୍ ଭି ବଜାରରେ ପ୍ରବେଶ କରିଛି

(ରିପୋର୍ଟସ ଟୁଡ଼େ): ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ଼୍ ପକ୍ଷରୁ ପଞ୍ଚମ ପିଢିର ନୂଆ ସି- ଆରଭି ବଜାର ପ୍ରବେଶ କରିଛି । ସ୍ଥାନୀୟ ସେଣ୍ଟ୍ରାଲ ହୋଣ୍ଡା ଶୋ ରୁମ୍ରେ ଏହାର ଉନ୍ମୋଚନ ହୋଇଥିଲା । ଶୋ’ରୁମର ଏମ୍‌ଡି ବିଶାଲ ଧାଓ୍ବନ, ନିର୍ଦ୍ଦେଶକ ସିନୁ ଧାଓ୍ବନ, ହୋଣ୍ଡା କାର୍‌ସର ଆଞ୍ଚଳିକ ପ୍ରବନ୍ଧକ…
Read More...

ଅକ୍ଟୋବର ୩୦ରେ ଭାରତ ବନ୍ଦ

(ରିପୋର୍ଟସଟୁଡେ): ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ପୁଣି ଥରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଅକ୍ଟୋବର ୩୦ରେ ଭାରତ ବନ୍ଦ ରହିବ । ଓବିସି ଓ ସାଧାରଣ ବର୍ଗ ପକ୍ଷରୁ ଜେନେରାଲ…
Read More...

ଝାରସୁଗୁଡ଼ା ବିମାନବନ୍ଦରର ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ପଶ୍ଚିମ ଓଡ଼ିଶା

(ରିପୋର୍ଟସ ଟୁଡ଼େ): ୨୫ ଦିନ ହେଲେ ଝାରସୁଗୁଡ଼ା ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିଛି । ସେହିପରି ଉଦଘାଟନୀ ବେଳେ ପ୍ରଧାନମନ୍ତ୍ରୀ ମୋଦି ବିମାନବନ୍ଦରର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁ ଅନୁସାରେ ଦେବା ପାଇଁ କହିଥିଲେ କିନ୍ତୁ ବର୍ତମାନ ପର୍ୟ୍ୟନ୍ତ ତାହା ହୋଇନଥିବା କଂଗ୍ରେସ ବିଧାୟକ ନବ…
Read More...

ଦୀପାବଳୀରେ ଘରକୁ କିପରି ସଜେଇବେ

(ରିପୋର୍ଟସ ଟୁଡ଼େ) : ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଅନ୍ଦାର ଉପରେ ଆଲୋକର ରାଜତ୍ୱର ପର୍ବ । କାଳ ମା’କଳୀଙ୍କ ଆବାହାନର ଦିନ । ଘରକୁ ସଫା ସୁତରା କରି ମାଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ । ଏନେଇ ଦୀପାବଳି ପୂର୍ବରୁ ଅନେକ ଲୋକ ଘରେ ରଙ୍ଗ ଦେଇଥାନ୍ତି। ଯଦି ଆପଣ ଦୀପାବଳି ପୂର୍ବରୁ ଘର…
Read More...

ପୁଲିସ କର୍ମଚାରୀଙ୍କୁ ଅଧିକ ଶୃଙ୍ଖଳିତ କରିଛି ଛାତିରେ ଲାଗି ଥିବା ବଡି କ୍ୟାମେରା : ଡିଜି ଶର୍ମା

(ରିପୋର୍ଟସ ଟୁଡେ): ଟ୍ରାଫିକ୍ ପୁଲିସଙ୍କ ଛାତିରେ ଲାଗି ଥିବା ବଡି କ୍ୟାମେରା ଓ ଗାଡ଼ିରେ ଲାଗିଥିବା ଡ୍ୟାସ ବୋର୍ଡ କ୍ୟାମେରା ଏବେ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଅଧିକ ଶୃଙ୍ଖଳିତ କରିଛି। ଏହା କହିଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ଡିଜି ଶ୍ରୀ ଶର୍ମା ଟୁଇଟ୍‌ କରି…
Read More...

ଖାଇବା ସମୟରେ ପିଅନ୍ତୁ ଲେମ୍ବୁ ପାଣି

(ରିପୋର୍ଟସଟୁଡେ): ଖାଦ୍ୟଗ୍ରହଣ ସମୟରେ ଲେମ୍ବୁ ପାଣି ପିଇଲେ ଦେହପାଇଁ ଭଲ। ଅନେକ ଲୋକଙ୍କର ଧାରଣା ଯେ ଖାଇବା ବେଳେ କୌଣସି ପ୍ରକାରର ପାନୀୟ ଗ୍ରହଣ କରିବା ଠିକ୍‌ ନୁହେଁ । ହେଲେ ଏ କ୍ଷେତ୍ରରେ ଲେମ୍ବୁ ପାଣି ଏକ ବ୍ୟତିକ୍ରମ। ଏହା ଲୋକର ଓଜନ ହ୍ରାସ ହୋଇଥାଏ । କିନ୍ତୁ ଏତଦ୍‌ବ୍ୟତୀତ ଏହାର…
Read More...

ଧୋନିଙ୍କ କ୍ୟାରିଅରର ଅନ୍ତ ବାବଦରେ : ମୁଖ୍ୟ ଚୟନ କର୍ତ୍ତା

(ରିପୋର୍ଟସଟୁଡେ): ଦିନ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅନୁମତିରେ ଭାରତୀୟ କ୍ରିକେଟ୍‌ ଦଳର ପତ୍ରଟିଏ ମଧ୍ୟ ହଲୁ ନଥିଲା, କିନ୍ତୁ ସମୟ ବଦଳିବା ସହିତ ବିପଦରେ ପଡ଼ିଛି ତାଙ୍କ କ୍ୟାରିଅର। ପୂର୍ବରୁ ଟେଷ୍ଟରୁ ଅବସର ନେଇ କେବଳ ସୀମିତ ଓଭର କ୍ରିକେଟ୍‌ ଖେଳୁଥିବା ଧୋନି ଗତକାଲି ବିଭିନ୍ନ…
Read More...

ଭୂବନେଶ୍ୱରରେ ହେବ ଫାଷ୍ଟ ଇଣ୍ଟରନ୍ୟାସନଲ ପବ୍ଲିକ୍ ଆର୍ଟ ସିମ୍ପୋଜିୟମ

(ଆଦର୍ଶ ରାଉତ): ଏଏନପିଆଇସି ଓ ବିଡିଏର ମିଳିତ ଉଦ୍ଦେଶ୍ୟରେ ହକି ବିଶ୍ୱକପକୁ ନଜରରେ ରଖି ଫାଷ୍ଟ ଇଣ୍ଟରନ୍ୟାସନାଲ ପବିଲ୍କ ଆର୍ଟ ସିମ୍ପୋଜିୟମ ଭୁବନଶ୍ୱରରେ ନଭେମ୍ବର ୧ ରୁ ୨୦ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଏହି ସିମ୍ପୋଜିୟମରେ ୧୫ ଟି ଦେଶର ଆର୍ଟିଷ୍ଟି ଭାଗ ନେବେ । ଏହି ଆର୍ଟରେ ଅଦରକାରି…
Read More...