Browsing Tag

Bhubneswar

ଜୁନିଅର କାର୍ଯ୍ୟନିର୍ବାହୀ ସହାୟକ ପଦ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗର ଟାଇପିଂ ଟେଷ୍ଟ ପରୀକ୍ଷା 

ଭୁବନେଶ୍ୱର : ଗତ ୧୦ ଦିନ ପୂର୍ବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (Ossc) ତରଫରୁ ଜୁନିୟର ଏକଜୁକେଟିବ ଆସିଷ୍ଟାଣ୍ଟ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ଯାହାର ଆଜି ଟାଇପିଙ୍ଗ ଟେଷ୍ଟ ପରୀକ୍ଷା ଥିଲା |  ଏଥିଲାଗି ଆଜି ଜୁନିୟର ଏକଜୁକେଟିବ ଆସିଷ୍ଟାଣ୍ଟ ୨୦୨୨ର ଟାଇପିଙ୍ଗ ଟେଷ୍ଟ…
Read More...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକି ମହାସଂଘ ଏଫ୍ଆ‌ଇଏଚ୍‌ ସଭାପତି ତୟାବ ଇକ୍ରାମ

ଭୁବନେଶ୍ୱର : ବିଶ୍ୱକପ ହକିପାଇଁ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଆନ୍ତର୍ଜାତିକ ହକି ମହାସଂଘ ଏଫ୍ଆ‌ଇଏଚ୍‌ ସଭାପତି ତୟାବ ଇକ୍ରାମ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍ଆ‌ଇଏଚ୍‌ ସଭାପତିଙ୍କ ମଧ୍ୟରେ ହକିର ଆହୁରି ବିକାଶ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା…
Read More...

ହକି ବିଶ୍ୱକପ ପାଇଁ ଆଜି ସେମି ଫାଇନାଲରେ ହେବ କଡା ଟକ୍କର

ଭୁବନେଶ୍ୱର: ଆଜି କମ୍ପିବ କଳିଙ୍ଗ ଷ୍ଟାଡିୟମ | ହକି ବିଶ୍ୱକପ ପାଇଁ ଦଳ ଦଳ ମଧ୍ୟରେ ହେବ ସେମିଫାଇନାଲ ଟକ୍କର | ସାଢେ ୪ଟାରୁ କଳିଙ୍ଗରେ ହେବ ମୁକାବିଲା ପ୍ରଥମ ସେମିଫାଇନାଲରେ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ | ସେହିପରି ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ…
Read More...

ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟ ବରିଷ୍ଠ କିରାଣୀ

କେନ୍ଦୁଝର : ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ | ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ ୩୦ ପର୍ଯ୍ଯନ୍ତ ଛୁଟିର ଦରମା କରିଦେବାକୁ ୧୦…
Read More...

ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଗତ ନଭେମ୍ବର ୩ ୨୦୨୦ରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ ଟ୍ରମ୍ପ ପରାଜୟ ହୋଇଥିଲେ | କିନ୍ତୁ ସେ ନିର୍ବାଚନରେ ଠକେଇ ହୋଇଥିବା ଅଭିଯୋଗ ଆଣିବା ପରେ ତାଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ଅନେକ ହିଂସାତ୍ମକ ପୋଷ୍ଟ କରିଥିଲେ | ତେବେ ଏହି ପୋଷ୍ଟ ଗୁଡିକ…
Read More...

ଇଣ୍ଡିଆ ୱାନ ଏୟାର ଦେବ ଦୁଇଟି ମାର୍ଗରେ ବିମାନ ସେବା

ଭୁବନେଶ୍ୱର : ଖୁବ ଶୀଘ୍ର ଇଣ୍ଡିଆ ୱାନ ଏୟାର ଦୁଇଟି ମାର୍ଗକୁ ଯୋଗ କରିବାକୁ ଯାଉଛି। ତାହା ହେଉଛି ଭୁବନେଶ୍ବରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁର ରୁ କଲିକତା କୁ ଉଡ଼ିବ ବିମାନ। ଏହାକୁ ଉଡ଼ାଇବ ଇଣ୍ଡିଆ ୱାନ ଏୟାର ବିମାନ ସେବା। ଏହି ଯୋଜନା ଆସନ୍ତା ଜାନୁଆରୀ ୩୧ ରୁ ଆରମ୍ଭ ହେବ ବୋଲି…
Read More...

ଆଜି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ

ଭୁବନେଶ୍ବର : ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’…
Read More...

ୱେବ ଚ୍ୟାନେଲ ବାହାନାରେ ଚାଲିଥିଲା ସେକ୍ସ ରାକେଟ

କଟକ : ଦିନକୁ ଦିନ ବଢିଚାଲିଛି ସେକ୍ସ ରାକେଟଅପରାଧିକ ମାମଲା | ଓ୍ବେବ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ସେକ୍ସ ରାକେଟ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି କଟକରେ | କଟକ ବାଦାମ ବାଡ଼ି  ଥାନା ଅଧୀନ ସୂର୍ଯ୍ୟ ବିହାର ଲେନରେ ଏକ ଘରୋଇ ୱେବ ଚ୍ୟାନେଲ ନାମରେ ରହି ଚାଲାଥିଲେ ସେକ୍ସ ରାକେଟ |…
Read More...

ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ,ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ୧୧ଜଣ କୃତୀ ପ୍ରତିଭାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି।ଦେଶର ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ଜଣ ବାଳକ ଓ ୫ଜଣ ବାଳିକାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।…
Read More...

ସ୍ପାଇସଜେଟ ବିମାନରେ ମହିଳା କ୍ୟାବିନ କ୍ରିଉ ମେମ୍ବରଙ୍କୁଦୁର୍ବ୍ୟବହାର କରିବା ଘଟଣାରେ ବ୍ୟକ୍ତିଙ୍କୁ ଗିରଫ କରିଛି…

ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଗିରଫ ହୋଇଥିବା ଯାତ୍ରୀ ଜଣକ ହେଉଛନ୍ତି ଅବସର ଆଲାମ। ଦିଲ୍ଲୀ ପୋଲିସ ନିକଟରେ ସ୍ପାଇସଜେଟର ସୁରକ୍ଷା ଅଧିକାରୀ ସୁଶାନ୍ତ ଶ୍ରୀବାସ୍ତବ ଏହା ବିଷୟରେ ଅଭିଯୋଗ କରିଥିଲେ । ସମସ୍ତଙ୍କ ସାମ୍ନାରେ…
Read More...