Browsing Tag

bihar

ଜୁନ୍ ୧ ତାରିଖ ଯାଏଁ ଲକଡାଉନ୍ ବୃଦ୍ଧି କଲେ ରାଜ୍ୟ ସରକାର

(ଦିଲ୍ଲୀ) : ବିହାରରେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍ ୧ ତାରିଖ ଯାଏଁ ଲକଡାଉନ୍ ବୃଦ୍ଧି କଲେ ବିହାର ସରକାର। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ସୂଚନା ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟ୍ଵିଟ୍…
Read More...

କରୋନାକୁ ପରାସ୍ତ କରି କରୋନା ରୋଗୀଙ୍କ ପାଇଁ ଉଦାହରଣ ପାଲଟିଲା ୫ଦିନର ଶିଶୁକନ୍ୟା

(ବିହାର) : କରୋନା ମହାମାରୀ ମଧ୍ୟରେ ବିହାରର ପାଟ୍‌ନାରୁ ଆସିଛି ଏକ ଉତ୍ତମ ଖବର ଯାହା କାରଣ ରୋଗୀ ମାନଙ୍କୁ ଉତ୍ସାହ ଯୋଗାଇବ । ୫ ଦିନର କନ୍ୟାରତ୍ନ କରୋନାକୁ ପରାସ୍ତ କରିଛି । ପାଟ୍‌ନା ଏମ୍ସରେ ଜନ୍ମ ହେବା ମାତ୍ରେ ଝିଅଟି କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତେବେ ୫ ଦିନ ମଧ୍ୟରେ ସେ…
Read More...