ଓଡିଶା ରାଜନୀତିଟଙ୍କାର ସମୁଦ୍ର ଏବେ ପିପିଲି ମଇଦାନ ପାଲଟିଛିReportApril 8, 2021April 8, 2021 by ReportApril 8, 2021April 8, 2021062 (ଭୁବନେଶ୍ୱର-ର।ଜେଶ ସ।ହୁ) ଟଙ୍କାର ବର୍ଷା ହେଉଛି ପିପିଲି ଚିର୍ବାଚନ ମଇଦାନରେ । ପୁଳା ପୁଳା ନେତା ମନ୍ତ୍ରୀ ସମେତ ପୁଳା ପୁଳା ଟଙ୍କାର ବିଢା ସତେ ଯେମିତି ସୁମଦ୍ର ପରୀ ଦେଖିବାକୁ ମିଳିଛି ।
ଭାରତ ରାଜନୀତିବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭReportJune 9, 2020 by ReportJune 9, 2020075 (ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ତାଙ୍କୁ ଦିଲ୍ଲୀ ସ୍ଥିତ ସାକେତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଜ୍ଝ ହସ୍ପିଟାଲ ସୂତ୍ର ଅନୁଯାୟୀ, ସିନ୍ଧିଆ କରୋନା ସଂକ୍ରମଣ ଚିକିତ୍ସା
ଓଡିଶା ରାଜନୀତିଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନReportJune 3, 2020June 3, 2020 by ReportJune 3, 2020June 3, 2020057 (ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମଙ୍ଗଳବାର ବିଜେପି ନେତା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ଚୟନରେ ତାଙ୍କୁ ନ ପଚାରି ନିଷ୍ପତ୍ତି ନିଆଯାଇଥିବାରୁ ସେ ଇସ୍ତଫା ଦେଇଥିଲେ । ତେବେ ଜଗନ୍ନାଥ
ଓଡିଶା ରାଜନୀତିହଟିଲେ ମନୋଜ,ଆଦେଶ ଗୁପ୍ତା ହେଲେ ଦିଲ୍ଲୀ ବିଜେପିର ନୂତନ ସଭାପତିReportJune 2, 2020 by ReportJune 2, 2020063 (ରିପୋଟର୍ସ ଟୁଡେ/ଭୁବନେଶ୍ୱର): କରୋନା ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ସଂଗଠନରେ ବଡ ପରିବର୍ତ୍ତନ କରିଛି। ଏଥିରେ ଦିଲ୍ଲୀ ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀଙ୍କୁ ଲାଗିଛି ବଡ ଝଟକା। ବିଜେପି ରାଷ୍ଟ୍ରୀୟ ସଭାପତି
ଓଡିଶା ରାଜନୀତିହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ରReportMay 28, 2020 by ReportMay 28, 2020072 (ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ଭଳି ଲକ୍ଷଣ ଦେଖା ଦେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଜି ସମ୍ବିତ ପାତ୍ର କରୋନା ଭଳି କିଛି ଲକ୍ଷଣ ଅନୁଭବ କରିଥିଲେ
ରାଜନୀତିଲଙ୍କାରେ ହରିନାମ: ଅମିତ ଶାହଙ୍କୁ ପ୍ରଶଂସା କଲା ଶିବସେନାReportJanuary 19, 2020 by ReportJanuary 19, 2020074 (ପ୍ରମିତ ପ୍ରମଥେଶ) ରିପୋଟର୍ସ ଟୁଡେ: ଗତ କିଛିଦିନ ହେବ ଏନଡିଏର ହାତ ଛାଡି କଂଗ୍ରେସ ଓ ଏନସିପି ସହ ମିଶି ମହାରାଷ୍ଟ୍ରରେ ମହାମେଣ୍ଟ ସରକାର କରିଥିବା ଶିବସେନା ଏବେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି
ଭାରତଆଜିଠାରୁ ଲାଗୁ ହେଲା ସିଏଏReportJanuary 11, 2020January 11, 2020 by ReportJanuary 11, 2020January 11, 2020049 (ପ୍ରମିତ ପ୍ରମଥେଶ) ରିିପୋର୍ଟସ ଟୁଡ଼େ: ନାଗରିକତା ସଂଶୋଧନ ଆଇନ,୨୦୧୯ ଆଜିଠାରୁ ଦେଶରେ ଲାଗୁ ହୋଇଛି। ଏ ବାବଦରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନକୁ ନେଇ
ରାଜନୀତିଅସଲ ଦଙ୍ଗାକାରୀ ହେଲେ ରାହୁଲ ଓ ପ୍ରିୟଙ୍କା: ଅମିତ ଶାହାReportJanuary 6, 2020 by ReportJanuary 6, 2020054 ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍କୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ଦଙ୍ଗା ପାଇଁ କଂଗ୍ରେସ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ତାଙ୍କ ଭଗ୍ନୀ ପ୍ରିୟଙ୍କା
ଓଡିଶା ରାଜନୀତିବିଜେପି ରାଜ୍ୟ ସଭାପତି ପାଇଁ ଦୌଡ ଆରମ୍ଭReportDecember 15, 2019December 15, 2019 by ReportDecember 15, 2019December 15, 2019057 ରିପୋର୍ଟସଟୁଡେ: ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ ଦଳୀୟ ରାଜନୀତି ଏବେ ଉଷ୍ମ ହୋଇ ଉଠିଛି| ନିର୍ବାଚନ ତାତି ଏବେ ଜିଲ୍ଲା ସ୍ତର ଡେଇଁ ରାଜ୍ୟ ସ୍ତରରେ ପହଁଚିଛି |ତେବେ ରାଜ୍ୟରେ ବିଜେପି ମଙ୍ଗ
ଓଡିଶା ରାଜନୀତିବିଜେପୁରରେ ପତିଆରା ରାଜନୀତିReportOctober 13, 2019 by ReportOctober 13, 2019042 (ରିପୋଟର୍ସ ଟୁଡେ): ବିଜେପୁର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଅଛି। ନିର୍ବାଚନ ଫଳରେ ପୂର୍ବ ସରଗରମ ଏତେଟା ଦେଖିବାକୁ ମିଳୁ ନ ଥିଲେ ସୁଦ୍ଧା ଆଉ ଦିନେ ଦୁଇଦିନ ମଧ୍ୟରେ ରାଜନୈତିକ ପାଣିପାଗ ଜୋର୍