Browsing Tag

Chief Minister

ମୁଖ୍ୟମନ୍ତ୍ରୀ ଦେଲେ ଆର୍ଥିକ ସହାୟତା

ଭୁବନେଶ୍ୱର(ରିପେଟର୍ସ ଟୁଡେ): ସାରା ରାଜ୍ୟରେ ବ୍ୟାପିଥିବା କୋରୋନାକୁ ଲକ୍ଷ କରି ଆଜି ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ଜିଲ୍ଲାକୁ କୋଭିଡ ମ୍ୟାନେଜମେଣ୍ଟ ପାଇଁ ଆର୍ଥିକ ସହାୟତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଜିଲ୍ଲାମାକଙ୍କ ଭିତରେ…
Read More...

କୋଭିଡ ସ୍ଥିତି ଉପରେ ମୋଦି-ନବୀନ ଆଲୋଚନା

ଭୁବନେଶ୍ୱର: ସାରା ଦେଶରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କରୋନା । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କୋରୋନାରେ ଆକ୍ରାନ୍ତ ହେଉଥିବା ବେଳେ ଶହଶହ ଲୋକ ଏହି ଭୂତାଣୁରେ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ଆହୁରି ଅଧିକ ଚିନ୍ତା ବଢାଇଛି ଅକ୍ସିଜେନର ଅଭାବ । ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ,…
Read More...

କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପୁରୀ ରଥଯାତ୍ରା ଲକଡାଉନ କଟକଣା ମଧ୍ୟରେ କରିବାକୁ ଶ୍ରୀ ମନ୍ଦିର ଦଇତାପତିଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ଦଇତାପତି ନିଯୋଗ । ଏହା ସହ ଲକଡାଉନ ନିୟମ ଗ୍ରହଣ କରି…
Read More...

ରାଜ୍ୟରେ ଆଉ ୨ ଆକ୍ରାନ୍ତ ଚିହ୍ନଟ ,ଭୁବନେଶ୍ୱରରୁ ୨ ସୁସ୍ଥ ହେଲେ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ଦୁଇ ଜଣ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁଚନାନୁଯାୟୀ, ଆଜି ରାଜ୍ୟରେ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଘର…
Read More...

କୋରୋନା ମୁକାବିଲା ପାଇଁ ୬ ଆଇଏଏସ୍ ଅଫିସରଙ୍କୁ ଦାଇତ୍ୱ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ମୁକାବିଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାଇତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟ ଲକଡାଉନ ଥିବା ବେଳେ ବିଏମସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏମାନେ କାର୍ଯ୍ୟ କରିବେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଥିବା ବୈଠକରେ…
Read More...

ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନିଜ ବାସଭବନରେ ଭିଡିଓ କନଫରେନ୍ସ ଜରିଆରେ…
Read More...

ପାଣ୍ଡିଆନଙ୍କ ଆଗରେ ଦୁଃଖ ବଖାଣିଲେ ମହିଳା

(ରିପୋଟର୍ସ ଟୁଡେ): ଆଜି ରାଉରକେଲା ଗସ୍ତରେ ଯାଇଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ । ଡାକ୍ତରଙ୍କ ଅବହେଳା ବାବଦରେ ପାଣ୍ଡିଆନଙ୍କ ସାମ୍ନାରେ ନିଜ ଦୁଃଖ ବଖାଣିଛନ୍ତି ଜଣେ ମହିଳା ।ପାଣ୍ଡିଆନଙ୍କୁ ଭେଟିବାକୁ ମହିଳା ଜଣକ ବାରମ୍ବାର କାକୁତିମିନତି ହୋଇଥିଲେ ବି ଉପସ୍ଥିତ ପୁଲିସ କର୍ମୀ ତାଙ୍କୁ…
Read More...

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ ହେଲେ ଦାମ : ମୁଖ୍ୟମନ୍ତ୍ରୀ

(ଆଦର୍ଶ ରାଉତ) : ଏଇ କିଛିଦିନ ହେବ ପୁର୍ବତନମନ୍ତ୍ରୀ ଦାମ ରାଉତ ଦଳବିରୋଧରେ କିଛି ସତ ମନ୍ତବ୍ୟ ଦେଇଚର୍ଚ୍ଚାରେ ଆସିଥିଲେ । ଚାରା, ଓମଫେଡ, ସମବାୟ, ସ୍ୱାସ୍ଥ୍ୟ ବିଭାଗର କେଳେଙ୍କାରୀ ହୋଇଛି ବୋଲି ଅଭିଯୋଗ ଆଣିଥିଲେ ତାନେଇ ବିଜେଡିରୁ ଦାମ ରାଉତଙ୍କୁ ବହିଷ୍କାର କରିବା ନେଇ ଜୋର ଧରିଥିଲା ।…
Read More...

୧୫୩ଟି ପଞ୍ଚାୟତ ପାଇଁ ୩୩.୯୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

(ରିପୋର୍ଟସ ଟୁଡେ) : ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୩୩.୯୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବ୍ଲକ ଗୁଡିକ ହେଲା – ଗଞ୍ଜାମ ଜିଲ୍ଲାର ଟିକିଟି, ଯାଜପୁର ଜିଲ୍ଲାର ବଡଚଣା, ଢେଙ୍କନାଳ ଜିଲ୍ଲାର ହିନ୍ଦୋଳ, ଖୋର୍ଦ୍ଧା…
Read More...

ବଦଳିଲା ମୂଖ୍ୟମନ୍ତ୍ରୀଙ୍କ ରାସ୍ତା

(ଆଦର୍ଶ ରାଉତ) : ଆଜି ବିଧାନସଭା ମୌସୁମୀ ଅଧିବେଶନରେ ଗୃହବିଭାଗର ପ୍ରଶ୍ନତୋର କାର୍ଯ୍ୟକ୍ରମ ଥିଲା, ଖୋଦ ମୂଖ୍ୟମନ୍ତ୍ରୀ ଯେହେତୁ ଗୃହବିଭାଗର ମନ୍ତ୍ରୀ ତେଣୁ ଗୃହକୁ ଯିବା ନିତାନ୍ତ୍ୟ ଆବଶ୍ୟକ କିନ୍ତୁ ସେପଟେ ଭାରତବନ୍ଦ ଡାକରା ଦେଇଥିଲା କଂଗ୍ରେସ , ମୂଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଟକାଇବା ପାଇଁ…
Read More...