Browsing Tag

China

ଖସିଲା ଚୀନର ଅନିୟନ୍ତ୍ରିତ ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’

ବ୍ୟୁରୋ : ବଡ ବିପଦରୁ ବଞ୍ଚିଲା ପୃଥିବୀ । ଖସିଲା ଚୀନର ଅନିୟନ୍ତ୍ରିତ ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ | ୨୩ଟନ୍ ଓଜନର ଚୀନ୍ର ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ ଅନିୟନ୍ତ୍ରିତ ହୋଇପଡିବା ପରେ ଏହାକୁ ନେଇ ଅନେକ ଆଶଙ୍କା ଦେଖାଦେଇଥିଲା । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚେତାଇ ଦେଇଥିଲେ…
Read More...

ଚୀନରେ ପୁଣି ବଢିଲାଣି କରୋନା

 ବ୍ୟୁରୋ/ରିପୋଟର୍ସ ଟୁଡେ : ଚୀନରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏସବୁକୁ ନେଇ ପୁଣି ଉପରମୁହାଁ ହେଉଛି କରୋନା । ଓମିକ୍ରମ ଭାରିଆଣ୍ଟର ଭୟ ସବଳ ହେବାରେ ଲାଗିଛି । ଚୀନରୁ ଆସୁଥିବା ଖବରରୁ ଜଣାପଡିଛି ଓମିକ୍ରନ ଉପ ଭାରିଆଣ୍ଟ ସାମ୍ନାକୁ…
Read More...

ପୁଣି ଆରମ୍ଭ ହେଲା ଲକଡାଉନ !

ସାଂଘାଇ: ଚୀନରେ କରୋନା ମହାମାରୀକୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ପଲିସି କାରଣରୁ ହଇଚଇ ସୃଷ୍ଟି ହୋଇଛି । ଜାରି ହୋଇଥିବା କୋଭିଡ ପଲିସି କାରଣରୁ ଅଳ୍ପ ମାମଲା ସାମ୍ନାକୁ ଆସିବା ପରେ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଚୀନର ବର୍ତ୍ତମାନ ୨୭ଟି ସହରରେ ଲକଡାଉନ୍ ଲାଗିଛି…
Read More...

ସାଂଘାଇରେ ପୁଣି କରୋନା ଆତଙ୍କ

ସାଂଘାଇ - କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଫେରିଲାଣି ମହାମାରୀ । ସାଂଘାଇରେ ପରିସ୍ଥିତି ଅଣାୟତ ହେବାକୁ ଯାଉଛି । ସମାଚାର ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁଯାୟୀ, ଆର୍ଥିକ ରାଜଧାନୀ ସାଂଘାଇରେ ଗତ ୨୪ ଘଣ୍ଟାରେ କରୋନାରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଗୋଟିଏ ଦିନ…
Read More...

ଚୀନକୁ ଆମେରିକାର ଓପନ ୱାର୍ଣ୍ଣିଙ୍ଗ : ଋଷକୁ ସାହାଯ୍ୟ କଲେ ଭୟଙ୍କର ହେବ ପରିସ୍ଥିତି

ତାଇୱାନ : ଋଷ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ନିମନ୍ତେ ଯଦି ମଷ୍କୋକୁ ଚୀନ୍ ଅସ୍ତ୍ର ଶସ୍ତ୍ର ଯୋଗାଏ ତେବେ ଭୟଙ୍କର ପରିଣାମ ସହିବାକୁ ପଡିପାରେ ଚୀନ୍କୁ । ଋଷ ବିରୁଦ୍ଧରେ ଆମେରିକା ନେଇଥିବା କଡା ଆଭିମୁଖ୍ୟକୁ ପାଳନ କରିବାକୁ ଚୀନକୁ ମିଳିଛି କଡା ଚେତାବନୀ । ଯୁକ୍ତ ରାଷ୍ଟ୍ର ଆମେରିକାର ବୈଦେଶିକ…
Read More...

ଭାରତକୁ ନେଇ ଆମେରିକାର ଆଶ୍ଚର୍ଯ୍ୟ ଜନକ ବୟାନ

ଦିଲ୍ଲୀ : ଋଷ ଆଉ ୟୁକ୍ରେନର ଯୁଦ୍ଧ ପୁରା ବିଶ୍ୱକୁ ଦୋହଲାଇ ଦେଇଛି । ଏହି ସମୟରେ ଆମେରିକା ଏମିତି କିଛି ମନ୍ତବ୍ୟ ଦେଇଛି ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦୁଇ ଦିନ ପାଇଁ ଭାରତକୁ ଆସିଥିବା ଆମେରିକାର ଡିପ୍ଟି ଏନଏସଏ ଦିଲୀପ ସିଂହ ଭାରତକୁ ଚେତାବନୀ ଦେଇଛନ୍ତି । ଯେ ଋଷ ଉପରେ…
Read More...

ବିଜେପି ଲୋକସଭାରେ ଦାବି,”ଭାରତୀୟ ବଜାରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ଚୀନ”

ନୂଆଦିଲ୍ଲୀ: ବିଜେପି ଲୋକସଭା ବୈଠକରେ ଚୀନ ବିରୁଦ୍ଧରେ ଦାବି । ବିଜେପି ଲୋକସଭା ବୈଠକରେ ଚୀନ ବିରୁଦ୍ଧରେ ଦାବି କରିଛନ୍ତି ଜଣେ ସଦସ୍ୟ । "ଭାରତୀୟ ବଜାରକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛି ଚୀନ ", ତେବେ ଏହି ବୟାନକୁ ନେଇ ଶୂନ୍ୟକାଳ ସମୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ…
Read More...

ଚାଇନାରେ ବଡ଼ ବିମାନ ଦୁର୍ଘଟଣା: ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଚାଇନା ଇଷ୍ଟର୍ଣ୍ଣର ଏକ ଯାତ୍ରୀବାହୀ ବିମାନ ଦକ୍ଷିଣ-ପଶ୍ଚିମ ଚୀନରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ବିମାନରେ ୧୩୨ ଜଣ ଯାତ୍ରୀ ଥିଲେ । ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଏବଂ ସମୁଦାୟ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ। ଚାଇନାର ସରକାରୀ ଟିଭି ଚ୍ୟାନେଲର ରିପୋର୍ଟ…
Read More...

ଚୀନକୁ ଆମେରିକାର ଧମକ : ଯୁଦ୍ଧରେ ଋଷକୁ ସାହଯ୍ୟ କଲେ ମିଳିବ ଭୟଙ୍କର ଫଳ

ୱାସିଂଟନ : ୟୁକ୍ରେନ-ଋଷ ଯୁଦ୍ଧକୁ ପୁରିଗାଲା ୩ ସପ୍ତାହ । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନର ବାଟ ବାହାରି ପାରିଲାନାହିଁ । ଏହି ଯୁଦ୍ଧରେ କିଛି ଦେଶ ୟୁକ୍ରେନକୁ ସମର୍ଥନ କରୁଥିବା ବେଳେ, ଅନ୍ୟ କିଛି ଦେଶ ଋଷକୁ ସମର୍ଥନ କରୁଥିବାର ଦେଖିବାକୁ ମିଳୁଛି । ଏହି ପ୍ରସଙ୍ଗରେ ଚୀନ ମଧ୍ୟ…
Read More...

ଚୀନ୍ ପ୍ରତି ବଢିପାରେ ବିପଦ

ବ୍ୟୁରୋ : ମ୍ୟୁନିଚ ସୁରକ୍ଷା ସମ୍ମିଳନୀ ୨୦୨୨ରେ ଏକ ପ୍ୟାନେଲ ଆଲୋଚନାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି ଯେ ଭାରତ-ଚୀନ୍ ସମ୍ପର୍କ ଅତ୍ୟନ୍ତ କଷ୍ଟଦାୟକ ସମୟ ଦେଇ ଗତି କରୁଛି । ସେ କହିଛନ୍ତି ଯେ ଚୀନ୍ ଦୁଇ ଦେଶ ମଧ୍ୟରେ ସୀମା ଚୁକ୍ତିନାମାକୁ ଉଲ୍ଲଂଘନ…
Read More...