Browsing Tag

chinamyee swain

ରେଳ ବଜେଟରେ ଓଡିଶାକୁ ଅବେହଳା ଅଭିଯୋଗ ଆଣି କେନ୍ଦ୍ର ସରକାର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର:ରେଳ ବଜେଟରେ ଓଡିଶାକୁ ଅବେହଳା ଅଭିଯୋଗ ଆଣି କେନ୍ଦ୍ର ସରକାର ଉପରେ ବର୍ଷୀଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳର ଅଭିଯୋଗ କଲା ବିଜେଡି। କଲରା ହେଉଛି ପିତା ପରିବା। ଚିନୀରେ ଖାଇଲେ ବି ପିତା।ସତ ସବୁବେଳେ ସତ... ସତ୍ୟ ହେଉଛି ଗତ 9 ବର୍ଷ ହେବ କେନ୍ଦ୍ର ରେ nda ସରକାର।ରେଳ…
Read More...

ସରକାର ମତେ ଦେଇଥିବା PSO ମଧ୍ୟ ଗୋପାଳ ଦାସ ହୋଇପାରେ,ମତେ ଡର ଲାଗୁଛି,ସେ କେତେବେଳେ ମତେ ମାରିଦେବ

ଭୁବନେଶ୍ୱର:ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ... ସରକାର ମତେ ଦେଇଥିବା PSO ମଧ୍ୟ ଗୋପାଳ ଦାସ ହୋଇପାରେ। ମତେ ଡର ଲାଗୁଛି। ସେ କେତେବେଳେ ମତେ ମାରିଦେବ। ବର୍ତ୍ତମାନ ଯାହା ଚାଲିଛି ସବୁ ଗପ। ଏ କଥାକୁ ମୁଁ…
Read More...

ପୃଥିବୀରେ ପ୍ରଥମ ଘଟଣା ମୃତ ବ୍ୟକ୍ତି ଉପରେ ଅସ୍ତ୍ରପ୍ରଚାର କରାଯାଇଛି:ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ଗୋପାଳ ଦାସଙ୍କ ସରକାରୀ କ୍ୱାଟର୍ସରେ କ୍ରାଇମବ୍ରାଞ୍ଚ ଟିମ୍ । ତେବେ ନବଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଇଛି । ବିରୋଧୀ ସରକାରଙ୍କୁ ଘେରିବା ସହିତ ଆଇନ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିରୋଧି ଦଳର ନେତା ଜୟନାରଣୟଣ ମିଶ୍ର…
Read More...

ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ…

ଭୁବନେଶ୍ୱର : ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ  ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଅନୁମୋଦନ କରିଛନ୍ତି।  ଅବିଭକ୍ତ  କୋରାପୁଟ  ଜିଲ୍ଲାର  ବୁଦ୍ଧିଜୀବୀ  ତଥା  ଛାତ୍ରଛାତ୍ରୀ  ମାନଙ୍କର…
Read More...

ମିଲେଟ ଉପରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ମୁଁ ସ୍ୱାଗତ କରୁଛି:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁୁବନେଶ୍ୱର : ବଜେଟରେ କିଛି ଭଲ ଦିଗ ଅଛି ଯାହାକୁ ପ୍ରଶଂସା କରାଯିବା ଆବଶ୍ୟକ ଏବଂ ସେଠାରେ କିଛି ଚିନ୍ତା ଅଛି ଯାହାକୁ ଦେଖିବା ଏବଂ ସମାଧାନ କରିବା ଆବଶ୍ୟକ |ଭଲ ପଦକ୍ଷେପ ହେଉଛି, ପୁଞ୍ଜି ବିନିଯୋଗ ବୃଦ୍ଧି, ପାନୀୟ ଜଳ ପଦକ୍ଷେପକୁ ସମର୍ଥନ ଏବଂ ଗ୍ରାମୀଣ ଗୃହ ବୃଦ୍ଧି | ଏଗୁଡିକ…
Read More...

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି,ଯେତବେଳେ ଭଲ କଥା କହିବାକୁ…

ଭୁବନେଶ୍ୱର:ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି । ଆମେ ମର୍ମାହତ ଆମ ଗହଣରେ ନବ ଦାସ ନାହାନ୍ତି । ନବ ଦାସଙ୍କ ନେତୃତ୍ୱ ଗ୍ରହଣୀୟ ନେତୃତ୍ବ. । ସାରା ଦେଶରେ ଓଡ଼ିଶା କୋଭିଡ ବିରୋଧ ରେ ଯେଉଁ ସଂଗ୍ରାମ କଲା ସେ ସଂଗ୍ରାମରେ ସ୍ୱାସ୍ଥ୍ୟ…
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ପୋଲିସ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ

ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ପୋଲିସ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଉଛି । ଗତକାଲି ଏସପି ଓ ଏସଡିପିଓଙ୍କୁ ବଦଳି କରାଯାଇଥିବା ବେଳେ ଆଜି ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ଓ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢଙ୍କୁ ବଦଳି କରାଯାଇଛି…
Read More...

୭ଜଣ ନେତାଙ୍କୁ ବିଭିନ୍ନ ବିଭାଗର ଉପଦେଷ୍ଟା ପଦବୀରେ ଥଇଥାନ କରାଯାଇଛି

ଭୁବନେଶ୍ୱର: ୭ଜଣ ନେତାଙ୍କୁ ବିଭିନ୍ନ ବିଭାଗର ଉପଦେଷ୍ଟା ପଦବୀରେ ଥଇଥାନ କରାଯାଇଛି । ସେଥିରୁ ୬ ଜଣଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟା ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ସଚିବ ପାହ୍ୟା ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁରେନ୍ଦ୍ର ପ୍ରଧାନଙ୍କୁ…
Read More...

ଆଉ ନାହାନ୍ତି କବି ତଥା ରାଜନେତା ହୁସେନ ରବିଗାନ୍ଧୀ,ହୁସେନ ରବିଗାନ୍ଧୀଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ…

ଭୁବନେଶ୍ୱର: ଆଉ ନାହାନ୍ତି କବି ତଥା ରାଜନେତା ହୁସେନ ରବିଗାନ୍ଧୀ । ତେବେ ଚିକିତ୍ସାଧିନ ଅବସ୍ଥାରେ ଏସସିବିରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ସେ ଜଣାଶୁଣା ରାଜନେତା ତଥା କବି ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କର ଦେହାନ୍ତ ସମସ୍ତଙ୍କୁ ମର୍ମାହତ କରିଛି । ସେ ଖାଲି କବି…
Read More...

ଇଣ୍ଡିଆ ଟୁଡେ’ ର ମୁଡ ଅଫ ଦ ନେସନ ପୋଲରେ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନାଁ କମୁଛି ଲୋକପ୍ରିୟତା,ନାଁ କମୁଛି ସ୍ୱଚ୍ଛତା । ସବୁଠି ରହିଛି ସେହି ଭଲପାଇବା । କାରଣ କଥା କମ୍ କୁହନ୍ତି କାମରେ ବେଶି ଫୋକସ ଦିଅନ୍ତି । ଲୋକଙ୍କ ବିଶ୍ୱାସ ଭଲପାଇବା ଭରସାରେ ଚାଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଛି ଓଡିଶା । କାରଣ ସୁଶାସନ ପାଇଁ…
Read More...